Latest Odisha News

ବିଜେଡି-କଂଗ୍ରେସ ଭିତରେ ଡିଲ୍ ହୋଇଛି: ମୋହନ ମାଝୀ

ଭୁବନେଶ୍ୱର: ବିଧାନସଭା ନଚାଲିବା ନେଇ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ମୋହନ ମାଝୀ । ଅଭିଯୋଗ ଆଣିଛନ୍ତି, ବିଜେଡି ଓ କଂଗ୍ରେସ ଭିତରେ ଡିଲ୍ ହୋଇଛି । ସେ କହିଛନ୍ତି, ମାହାଙ୍ଗା ମର୍ଡର, ଆଇନ ଶୃଙ୍ଖଳା ଉପରେ ଆଜି ଆଲୋଚନା ହେବାର ଥିଲା ।

ମୋହନ ମାଝୀ କହିଛନ୍ତି, ଏସବୁ ଆଲୋଚନା ହୋଇଥିଲେ ସରକାର ଅଡୁଆରେ ପଡ଼ିଥାନ୍ତେ । ତେଣୁ କଂଗ୍ରେସ ଷ୍ଟାଫ୍ ସିଲେକ୍ସନ ପ୍ରସଙ୍ଗ ଉଠାଇ ଗୃହ ବନ୍ଦ କରିଛି । ସରକାରଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବାଚସ୍ପତି ପକ୍ଷପାତିତା କରିଛନ୍ତି ବୋଲି ମୋହମ ମାଝୀ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.