Latest Odisha News

BREAKING NEWS

୫୫୦ କୋଟି ବଜେଟର ହଲିଉଡ ଫିଲ୍ମରେ ଅଭିନୟ କରିବେ ଦୀପିକା

ମୁମ୍ବାଇ: ୪ ବର୍ଷ ପରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହଲିଉଡରେ ଅଭିନୟ କରିବାକୁ ଯାଉଛନ୍ତି । ଅଣ ଟାଇଟେଲ୍ଡ କ୍ରସ କଲଚରାଲ ଏହି ରୋମାଂଟିକ କମେଡିରେ ଦୀପିକା ମୁଖ୍ୟ ଅଭିନେତ୍ରୀ ହେବେ । ପିକାର ଏହି ଫିଲ୍ମ ୫୫୦ କୋଟି ବଜେଟର ହେବ । ନ୍ୟୁୟର୍କ ଏବଂ ଭାରତର କେତେକ ସ୍ଥାନରେ ଏହି ଫିଲ୍ମର ଶୁଟିଂ ହେବ ।

ଏସଟିଏକ୍ସଫିଲ୍ମସ ମୋଶନ ପିକ୍‌ଚର ଗ୍ରୁପର ଚେୟାରମ୍ୟାନ ଆଡାମ ଫୋଗଲସନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଇରୋସ ଏସଟିଏକ୍ସ ଗ୍ଲୋବାଲ କର୍ପୋରେଶନ ଡିଭିଜନ ଏସଟିଏକ୍ସ ଏହାକୁ ନିର୍ମାଣ କରୁଛି । ୨୦୧୭ରେ ଦୀପିକା ଭିନ ଡିଜେଲଙ୍କ ସହ ଏକ୍ସଏକ୍ସଏକ୍ସ: ଦି ରିଟର୍ଣ୍ଣ ଅଫ ଜେଣ୍ଡର କେଜରେ ଦୀପିକା ଅଭିନୟ କରିଥିଲେ ।

Leave A Reply

Your email address will not be published.