ଭୁବନେଶ୍ୱର: ରେଳ ବଜେଟ୍ରେ ଓଡ଼ିଶାକୁ ଅଣଦେଖା ପ୍ରସଙ୍ଗରେ ଆଜି ବଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟର ବୈଠକ ବସିଥିଲା । ତେବେ ଏହି ବୈଠକରେ ରେଳ ଅନୁଦାନ ନେଇ ଆଲୋଚନା ଚାଲିଥିବା ବେଳେ ଏକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବୈଠକ ଅଧାରୁ ଉଠି ଆସିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମଝୀ । ବୈଠକରେ ଉପସ୍ଥିତ ଅଧିକାରୀ କୌଣସି ଉତ୍ତର ଦେଉନାହାନ୍ତି । ତେଣୁ ସେ କାଲି ରେଳ ମନ୍ତ୍ରୀଙ୍କୁ ଭେଟିବାକୁ ଯିବେନି ବୋଲି କ୍ଷୋଭର ସହ କହିଛନ୍ତି । ଅଫିସରଙ୍କ କଥାରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ରେଳ ବଜେଟ୍ରେ ଓଡ଼ିଶାକୁ ଅଣଦେଖା ପ୍ରସଙ୍ଗରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଳବାଇ ସମ୍ପର୍କିତ ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଳ ଅନୁଦାନ ନେଇ ଆଲୋଚନା ହୋଇଛି । ଆସନ୍ତାକାଲି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଅବଗତ କରାଇବ ଗୃହ କମିଟି । ତେବେ କେଉଁ କେଉଁ ଦିଗ ନେଇ ଦାବି ରହିବ ସେ ନେଇ ଆଜିର ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
BREAKING NEWS
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
Comments are closed.