Latest Odisha News

BREAKING NEWS

କିଏ ରାଗି କରି କହିଲେ ରାକ୍ଷସୀ ମମତା ତୁମ ଅନ୍ତର ସମୟ ଆସିଗଲା

ମୁମ୍ବାଇ: ବଲିଉଡର ବିବାଦୀୟ କୁଇନ ରଙ୍ଗନା ରାନାୱତ ପଶ୍ଚିମବଙ୍ଗରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହେବାରୁ ରାଗି ଯାଇଛନ୍ତି । ସେ ଲେଖିଛନ୍ତି ବିଡମ୍ବନା ଏହା କି ରକ୍ତର ହୋଲୀ ଖେଳୁଥିବା ରାକ୍ଷସୀ ମମତା ମୋତେ ତାଙ୍କ କ୍ଷମତା ଦେଖାଉଛନ୍ତି । ହତ୍ୟାକାରୀ ମୋତେ କମ୍ୟୁନାଲ ୱାଇଲ୍ଡସ କହୁଛି । ତୁମର ଶେଷ ବେଳ ଆସିଗଲା । ତୁମେ ମୋତେ ଡରାଇ ପାରିବ ନାହିଁ କିମ୍ବା ଚୂପ କରିପାରିବନି ।

ସୂଚନାଯୋଗ୍ୟ, କଙ୍ଗନା ବଙ୍ଗଳା ହିଂସା କୁ ନେଇ କେତେକ ଫଟୋ ଶେୟାର କରିଥିଲେ । ଏହାକୂୁ ନେଇ ଟିଏମସିର ରିଜୁ ଦତ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ ।

Leave A Reply

Your email address will not be published.