ଅହମ୍ମଦାବାଦ: ଗୁଜରାଟର ଗିର ଜଙ୍ଗଲ ଏବେ ସିଂହଙ୍କ ପାଇଁ କବର ସାଜିଛି । ବିଧାନ ସଭାରେ ଜାରି ତଥ୍ୟ ଅନୁସାରେ ୨ ବର୍ଷ ମଧ୍ୟରେ ୨୬୧ ସିଂହ ଏଠାରେ ମୃତ୍ୟୁବରଣ କରିଛନ୍ତି । ୨୦୧୯ରେ ୧୪୮ ମୃତ୍ୟୁବରଣ କରିଥିଲେ । ଅପ୍ରାକୃତିକ କାରଣ ଯୋଗୁ ଏବଂ ଦୁର୍ଘଟଣାରେ ୧୧ ସିଂହ ଓ ୬ ଛୁଆଙ୍କ ଜୀବନ ଯାଇଥିଲା । ଚଳିତ ବର୍ଷ ବିଭିନ୍ନ ପଦକ୍ଷେପ ନିଆଯିବା ଫଳରେ ଏହି ସଂଖ୍ୟାରେ ହ୍ରାସ ଘଟିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣପତ ବାସୱା କହିଛନ୍ତି । ଜଙ୍ଗଲ ବାହାରକୁ ନ ଯିବା ପାଇଁ ଏହାର ଚାରିପଟେ ପାଚେରୀ ନିର୍ମାଣ କରାଯାଉଛି । ଗିର ଜଙ୍ଗଲ ମଧ୍ୟରେ ଏକ ପଶୁ ଡାକ୍ତରଖାନା ମଧ୍ୟ ଖୋଲାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
BREAKING NEWS
- ବେଆଇନ ହର୍ଣ୍ଣ ବିରୋଧରେ ଏସଟିଏର କଡ଼ା ଚେକିଂ, ଶତାଧିକ ଅମାନିଆଙ୍କ କଟିଲା ଚାଲାଣ
- ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ
- ଅଷ୍ଟ୍ରେଲିଆରେ ପନ୍ତଙ୍କ ମହାରେକର୍ଡ
- ଗମ୍ଭୀର ଏହି ଯୁବ ଖେଳାଳିଙ୍କୁ କହିଥିଲେ ଦେଶ ପାଇଁ ଗୁଳି ଖାଇବା ପରି ବାଉନ୍ସର ସାମ୍ନା କର
- କିଏ ମାରିବ ଝାଡ଼ଖଣ୍ଡ ବାଜି ?
- ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ
- ‘ବିଶ୍ୱରେ ଓଡ଼ିଶାର ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀର ବିଶେଷ ପରିଚୟ ରହିଛି’: ମୁଖ୍ୟମନ୍ତ୍ରୀ
- ଦକ୍ୟାଚ ଓଡିଶା: ଭଞ୍ଜ କଳା ମଣ୍ଡପରେ ଆୟୋଜିତ ହେବ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ‘ଦଶରୂପକମ୍’
- ଦ୍ୱିଶତକ ସତ୍ୱେ ସେହ୍ୱାଗ ପୁଅ ଆର୍ଯ୍ୟବୀରଙ୍କୁ ଦେବେନି ସ୍ୱତନ୍ତ୍ର ଉପହାର
- ଡାକୁ ମାଝୀ ହତ୍ୟା ମାମଲା: ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ପ୍ରମାଣିତ
Comments are closed.