ଅହମ୍ମଦାବାଦ: ଗୁଜରାଟର ଗିର ଜଙ୍ଗଲ ଏବେ ସିଂହଙ୍କ ପାଇଁ କବର ସାଜିଛି । ବିଧାନ ସଭାରେ ଜାରି ତଥ୍ୟ ଅନୁସାରେ ୨ ବର୍ଷ ମଧ୍ୟରେ ୨୬୧ ସିଂହ ଏଠାରେ ମୃତ୍ୟୁବରଣ କରିଛନ୍ତି । ୨୦୧୯ରେ ୧୪୮ ମୃତ୍ୟୁବରଣ କରିଥିଲେ । ଅପ୍ରାକୃତିକ କାରଣ ଯୋଗୁ ଏବଂ ଦୁର୍ଘଟଣାରେ ୧୧ ସିଂହ ଓ ୬ ଛୁଆଙ୍କ ଜୀବନ ଯାଇଥିଲା ।
ଚଳିତ ବର୍ଷ ବିଭିନ୍ନ ପଦକ୍ଷେପ ନିଆଯିବା ଫଳରେ ଏହି ସଂଖ୍ୟାରେ ହ୍ରାସ ଘଟିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣପତ ବାସୱା କହିଛନ୍ତି । ଜଙ୍ଗଲ ବାହାରକୁ ନ ଯିବା ପାଇଁ ଏହାର ଚାରିପଟେ ପାଚେରୀ ନିର୍ମାଣ କରାଯାଉଛି । ଗିର ଜଙ୍ଗଲ ମଧ୍ୟରେ ଏକ ପଶୁ ଡାକ୍ତରଖାନା ମଧ୍ୟ ଖୋଲାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
BREAKING NEWS
- PM Modi Visit: ୨ ଦିନିଆ ଆସାମ-ବଙ୍ଗଳା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ… ଦୁଇଟି ନୂତନ ଅମୃତ ଭାରତ ଟ୍ରେନ୍ କରିବେ ଉଦଘାଟନ
- Threatening Call to B Praak: ଗାୟକ ବି ପ୍ରାକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ, ମାଗିଲା ୧୦ କୋଟି ଟଙ୍କା…
- Gaza Board Of Peace: ଗାଜା ପାଇଁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ: ଘୋଷଣା କଲେ ଶାନ୍ତି ବୋର୍ଡ
- BMC Election: ମୋ ଘର ଭାଙ୍ଗିଥିବା ଲୋକଙ୍କ ଘର ଜନତା ଭାଙ୍ଗିଲେ… ଉଦ୍ଧବଙ୍କ ପରାଜୟକୁ ନେଇ କଙ୍ଗନାଙ୍କ ବୟାନ ଭାଇରାଲ
- BMC Elections: ‘ଠାକରେ’ ଶାସନ ଶେଷ, ବିଜେପି-ଶିବସେନା ମେଣ୍ଟର ଐତିହାସିକ ବିଜୟ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି…
- Red Fort: ଲାଲକିଲ୍ଲାରେ ପ୍ରଥମଥର ପାଇଁ ଲାଗିବ ସିସିଟିଭି କ୍ୟାମେରା, ୭ ବର୍ଷ ପରେ ଯୋଜନାକୁ ମିଳିଲା ଅନୁମୋଦନ
- ଭଦ୍ରକରେ ଗୋ ମାଫିଆଙ୍କ ଘରେ କେନ୍ଦୁଝର ପୋଲିସର ଚଢାଉ
- ଟ୍ରମ୍ପଙ୍କ ସବୁଠାରୁ ବଡ଼ ଭୟ! ଆମେରିକା ବିଶ୍ବକୁ ଟାରିଫ୍ ଧମକ ଦେଇ ଏହା ହାସଲ କରିବାକୁ ଚାହୁଁଛି
- Return of Indians: ଇରାନରେ ଫସି ରହିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ; ଦିଲ୍ଲୀ ପହଞ୍ଚିଲା ପ୍ରଥମ ଟିମ୍
- Nisha Maharana: ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ, ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ
Comments are closed.