ରାଉରକେଲା : ରାଉରକେଲା ପୋଲିସ ଦ୍ବାରା କୁଖ୍ୟାତ ପିଏଲଏଫଆଇ ସଦସ୍ୟ ଅର୍ଜୁନ ରାଣା ଗିରଫ । ଗିରଫ ଅଭିଯୁକ୍ତ ରାଉରକେଲା ସହରର ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଦାଦାବଟି ନଦେଲେ ଧମକପୂର୍ଣ୍ଣ ଭିଡିଓ ପଠାଇ ଅପହରଣ କରିବାର ଧମକ ଦେଉଥିଲା । ଆଜି ମୋଷ୍ଟ ଓ୍ବାଣ୍ଟେଡ ଅର୍ଜୁନକୁ ଗିରଫ କରାଯିବା ସହ ତା ନିକଟରୁ ଗୋଟିଏ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ ହୋଇଛି । ଏହାସହ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।
BREAKING NEWS
- Odisha Police: ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପରେ ‘ଗୋଲଡେନ୍ ବୁଟ୍’ ହାସଲ କଲା ଓଡ଼ିଶା ପୋଲିସ
- Boat Capsized: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ନିଖୋଜ
- ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ଏହି ସବୁ ବଡ ପ୍ରତିଶୃତି ଦେଲେ ଅମିତ ଶାହ
- ୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ: ପୂନର୍ବାର ସାମ୍ନା ସାମ୍ନି ହୋଇପାରନ୍ତି ଭାରତ-ପାକିସ୍ତାନ
- Elephant attack: ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମାଆ-ଝିଅଙ୍କୁ ଦଳିଦେଲା ହାତୀ
- ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ
- ଶୁଭାରମ୍ଭ ହେଲା WhatsApp ଚାଟ୍ବଟ୍ ‘ସହଜ’, ଏବେ ଘରେ ବସି ଅଭିଯୋଗ ଜଣାଇପାରିବେ..
- ଐତିହାସିକ ପଦକ୍ଷେପ: ୫୦୦୦ ମିଶନ ଶକ୍ତି ମହିଳାଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣର ଶୁଭାରମ୍ଭ
- Justice Yashwant Varma resigned: ଶେଷରେ ଇସ୍ତଫା ଦେଲେ ଜଷ୍ଟିସ୍ ଯଶୋବନ୍ତ ବର୍ମା
- ମେ’ ୯ ପର୍ଯ୍ୟନ୍ତ ବଢିଲା ଓଟିଇଟି ଆବେଦନ ସମୟ ସୀମା…
Comments are closed.