Latest Odisha News

BREAKING NEWS

ଚଳନ୍ତା କାରରେ ଲାଗିଲା ନିଆଁ

କେନ୍ଦୁଝର: କେନ୍ଦୁଝରର ରାମଚନ୍ଦ୍ରପୁର ନିକଟସ୍ଥ ନରନପୁର-ଡୁବୁରୀ ରୋଡରେ ମଙ୍ଗଳବାର ଦିନ ଏକ କାରରେ ନିଆଁ ଲାଗିଯାଇଛି।

ସୂଚନା ଅନୁଯାୟୀ ଉକ୍ତ କାରରେ ଥିବା ତିନି ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଇଲେକ୍ଟ୍ରିଟକ୍ ସର୍ଟ ସର୍କିଟ ଯୋଗୁଁ ଚଳନ୍ତା ଗାଡିରେ ନିଆଁ ଲାଗିଯାଇଥିବା ନେଇ ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି।

ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ।

Comments are closed.