Latest Odisha News

BREAKING NEWS

Browsing Tag

CAR

ଆଉ ମିଳିବନି ମାରୁତିର ସବୁଠୁ ଶସ୍ତା କାର, ଅଲ୍ଟୋ ୮୦୦ର ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ମାରୁତି ସୁଜୁକି ତାର ସବୁଠୁ ଶସ୍ତା କାର ଅଲ୍ଟୋ ୮୦୦ର ଉତ୍ପାଦନକୁ ବନ୍ଦ କରି ଦେଇଛି । ତେବେ ଏନେଇ କମ୍ପାନୀ ବିଧିବଦ୍ଧ ଘୋଷଣା କରି ନାହିଁ । ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମାରୁତି ସବୁଠୁ ଅଧିକ ବିକ୍ରି ହେଉଥିବା କାରର ଉତ୍ପାଦନକୁ ବନ୍ଦ କରିଛି । ନିକଟରେ…

ଦିଲ୍ଲୀରେ ଗଡ଼ିବନି ଡିଜେଲ କାର୍‌, ଦିଲ୍ଲୀ ପରିବହନ ବିଭାଗ ଦେଲେ ସୂଚନା

ନୂଆଦିଲ୍ଲୀ : ଦିନ କୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଅଣନିଶ୍ବାସୀ ହୋଇଗଲେଣି ଲୋକେ  । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ପରିବହନ ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜଧାନୀରେ ଗାଡ଼ି ଚାଲିବା ଉପରେ ଲାଗିଲା ପ୍ରତିବନ୍ଧକ। ଦିଲ୍ଲୀରେ ଗଡ଼ିବନି ଡିଜେଲ…

[ଦେଖନ୍ତୁ ଭିଡିଓ] ୪୨ ହଜାର ଡିସକାଉଣ୍ଟ ପରେ ବି ଗୋଟିଏ ବି ବିକ୍ରି ହେଲାନି ମାରୁତିର ଏହି କାର୍

ନୂଆଦିଲ୍ଲୀ: ଦେଶର ସଡ଼କରେ ଦୌଡ଼ୁଥିବା କାର୍ ମଧ୍ୟରେ ଅଧିକାଂଶ ମାରୁତି ସୁଜୁକିର । ଏପରିକି ଭାରତରେ ମାରୁତି ସୁଜୁକିର କାର ସର୍ବାଧିକ ବିକ୍ରି ହେଉଛି । କହିବାକୁ ଗଲେ ସ୍ୱଳ୍ପ ବଜେଟ୍ ସହ ପ୍ରଥମେ କେହି କାର୍ କିଣୁଥିଲେ ସୁଜୁକିକୁ ବାଛି ଥାନ୍ତି । କମ୍ପାନୀ ଭାରତୀୟ ବଜାରରେ ରାଜ୍ କରୁଥିବା…

ଗଣ୍ଡଗୋଳ ପରେ ସ୍କର୍ପିଓରେ ଦୁର୍ବୃତ୍ତ ଲଗେଇଲେ ନିଆଁ

ଭୁବନେଶ୍ବର:  ଡେଲଟା ଛକରେ ନିଆରେ ଫୁଟିଲା ସ୍କର୍ପିଓ । ଗାଡି ମାଲିକ ସହ ଗଣ୍ଡଗୋଳରୁ ଘଟିଲା ଏପରି  ଅଘଟଣ। ଗାଡିରେ ନିଆଁ ଲଗାଇଦେଲେ ଅମାନିଆ ଦୁର୍ବୁତ୍ତ। ରାସ୍ତାରେ‌ ୨୦ ମିନିଟ ଜଳିଲା ସ୍କର୍ପିଓ‌କାର । ଶେଷରେ ଜଳିଜଳି ଫୁଟିଲା ଗାଡିର ପେଟ୍ରୋଲ ଟ୍ୟାଙ୍କ। ଏଭଳି ଘଟଣା ଦେଖି ଡେଲଟା ଛକରେ‌…

ମାଲକାନଗିରିରେ ସଡକ ଦୁର୍ଘଟଣା, କାର ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି: ବାଇକ ଚାଳକଙ୍କୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ବାଇକ୍ ଚାଳକ ରିଙ୍କୁ ସିଙ୍ଗାଡିଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟଙ୍ଗଗୁଡା ଗାଁରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା କାରକୁ ଅଟକ ରଖିବା ସହ ଲୋକେ ୩୨୬…

କାର କିଣିବା ପାଇଁ ନବଜନ୍ମିତ ଶିଶୁପୁତ୍ର ବିକ୍ରୀ ଅଭିିଯୋଗ

କନୌଜ(ଉ.ପ୍ର): କରୋନା ସଂକ୍ରମଣଠୁ ବଳିଯାଇଛି ଏହି ଖବର । ସେକେଣ୍ଡ ହ୍ୟାଣ୍ଡ କାର କିଣିବା ପାଇଁ ଏକ ଦମ୍ପତ୍ତି ନିଜ ନବଜନ୍ମିତ ଶିଶୁପୁତ୍ରକୁ ବିକ୍ରୀ କରିବାକୁ ବି ପଛାଇନାହାଁନ୍ତି । ଉତ୍ତରପ୍ରଦେଶ କନୌଜରେ ଘଟିଥବା ଏହି ଘଟଣା ସାରା ଦେଶକୁ ଦୋହଲାଇଦେଇଛି । ଶିଶୁପୁତ୍ର ବିକ୍ରୀ ବିଷୟରେ…

ଚଳନ୍ତା କାରରେ ଲାଗିଲା ନିଆଁ

କେନ୍ଦୁଝର: କେନ୍ଦୁଝରର ରାମଚନ୍ଦ୍ରପୁର ନିକଟସ୍ଥ ନରନପୁର-ଡୁବୁରୀ ରୋଡରେ ମଙ୍ଗଳବାର ଦିନ ଏକ କାରରେ ନିଆଁ ଲାଗିଯାଇଛି। ସୂଚନା ଅନୁଯାୟୀ ଉକ୍ତ କାରରେ ଥିବା ତିନି ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଇଲେକ୍ଟ୍ରିଟକ୍ ସର୍ଟ ସର୍କିଟ ଯୋଗୁଁ ଚଳନ୍ତା ଗାଡିରେ ନିଆଁ ଲାଗିଯାଇଥିବା ନେଇ…

[ଭାଇରାଲ୍ ଭିଡିଓ] ପଶୁ ଆଗରେ ପଶୁ ପାଲଟିଲା ମଣିଷ !

ପଂଜାବ: ସାମ୍ନାକୁ ଆସିଲା ଛାତି ଥରାଇଦେଲା ଭଳି ଦୃଶ୍ୟ । ପଶୁ ଆଗରେ ପଶୁ ପାଲଟିଲା ମଣିଷ । ପଂଜାବର କାପୁରତାଲା ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ଜଣେ ବ୍ୟକ୍ତି ଏକ ବିଦେଶୀ କୁକୁରକୁ ଗାଡିରେ ଚାପି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଭିଡିଓରେ ବ୍ୟକ୍ତି ଜଣକ ପ୍ରଥମେ କୁକୁରଟିକୁ ଗାଡି…

ଡାଟସନ୍ ରେଡି-ଗୋ: ଦେଶର ସବୁଠାରୁ ଶସ୍ତା କାର, ଆରମ୍ଭ ମୂଲ୍ୟ ମାତ୍ର ୨.୮୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ବଜାରରେ ହ୍ୟାଚବ୍ୟାକ୍ କାରଗୁଡିକର ଚାହିଦା ଅଧିକ | କମ୍ ମୂଲ୍ୟ, କମ୍ ରକ୍ଷଣାବେକ୍ଷଣ ଏବଂ ଉନ୍ନତ ମାଇଲେଜ୍ ହେତୁ ଏହି କାରଗୁଡିକ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି | ସମ୍ପ୍ରତି ଜାପାନର କାର ନିର୍ମାତା ଡାଟସନ ଏହାର ରେଡି-ଗୋ କୁ ନୂତନ ଅପଡେଟ ଇଞ୍ଜିନ୍ ସହିତ ବଜାରରେ…

ହୁଣ୍ଡାଇ ଭେନ୍ୟୁକୁ ଟକ୍କର ଦେବାକୁ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବ ‘କିଆ ସୋନେଟ’

ନୂଆଦିଲ୍ଲୀ: ହୁଣ୍ଡାଇ ଭେନ୍ୟୁକୁ କଡା ଟକ୍କର ଦେବାକୁ କିଆ ସୋନେଟ୍ ସବକମ୍ପାକ୍ଟ ଏସୟୁଭି ପରୀକ୍ଷଣ | ଦକ୍ଷିଣ କୋରିଆରେ ଦେଖିବାକୁ ମିଳିଛି ଏହି ମଡେଲ ।  ଦେଖାଯାଇଥିବା ଚିତ୍ରଗୁଡ଼ିକରେ, ଏହି ଗାଡିରେ ସ୍ପୋର୍ଟିଂ ଆଲୋଏ ଚକଗୁଡିକ ଦେଖାଯାଇଛି, ଯେଉଁଥିପାଇଁ ଏହାକୁ ଟପ୍-ସ୍ପେକ୍ ଭାରିଆଣ୍ଟ…