ଭୁବନେଶ୍ୱର :କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି । ମୋର କରୋନା ପଜିଟିଭ ବାହାରିବା ପରେ ମୁଁ ହୋମ ଆଇସୋଲେସନରେ ଅଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆଶିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ଆଇସୋଲେସନରେ ରହିବାକୁ ସପ୍ତଗିରି ଉଲ୍ଲାକା ଅନୁରୋଧ କରିଛନ୍ତି ।ଅନ୍ୟପଟେ ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
BREAKING NEWS
- Iranian Drone Strike: ଦୁବାଇ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ: ତେଲ ଟାଙ୍କିରେ ଭୟଙ୍କର ଅଗ୍ନିକାଣ୍ଡ, ସମସ୍ତ ଉଡ଼ାଣ ବନ୍ଦ
- SCB ଅଗ୍ନିକାଣ୍ତ ଘଟଣାରେ ରାଷ୍ଟ୍ରପତିଙ୍କ ଶୋକ, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- Iran’s Hormuz Pass For Indian Tankers: ଇରାନ ଭାରତୀୟ ଜାହାଜକୁ ହରମୁଜ୍ ପାର କରାଇବା ପଛରେ ରହିଛି କି କିଛି ସ୍ବତନ୍ତ୍ର କାରଣ? ବୈଦେଶିକ ମନ୍ତ୍ରୀ ଜୟଶଙ୍କର କଲେ ଖୁଲାସା…
- ଓସ୍କାର ୨୦୨୬: ମାଇକେଲ ବି. ଜୋର୍ଡାନ ଶ୍ରେଷ୍ଠ ଅଭିନେତା
- Rajya Sabha Election: ରାଜ୍ୟସଭା କ୍ରସ୍-ଭୋଟିଂ ନେଇ ଶିବକୁମାରଙ୍କ ଚାଞ୍ଚଲ୍ୟା ବୟାନ, “ଓଡ଼ିଶା କଂଗ୍ରେସ ବିଧାୟକଙ୍କୁ ୫ କୋଟି ଲାଞ୍ଚ…”
- Most Award In Oscars 2026: Oscarsରେ ସମସ୍ତଙ୍କୁ ପଛରେ ଛାଡ଼ିଲା ଏହି ଚଳଚ୍ଚିତ୍ର, ଏକୁଟିଆ ଜିତିଲା ୬ ପୁରସ୍କାର
- President’s Breakfast Meeting: SCB ହସ୍ପିଟାଲ ଦୁର୍ଘଟଣା: ରାଷ୍ଟ୍ରପତିଙ୍କ ସହ ଜଳଖିଆ ବୈଠକରେ ଯୋଗ ଦେବେନି ବିଜେଡି ସାଂସଦ
- SCB ଅଗ୍ନିକାଣ୍ଡ: ମୃତକଙ୍କ ମିଳିଲା ପରିଚୟ, ICU ଭିତରେ ଫସିଥିଲେ ରୋଗୀ
- Weather Update: ଝଡ଼ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ
- ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ, ପ୍ରଥମେ ଭୋଟ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
Comments are closed.