Latest Odisha News

BREAKING NEWS

ମୌସୁମୀ ଅଧିବେଶନର ୭୨ ଘଣ୍ଟା ପୂର୍ବରୁ ସାଂସଦଙ୍କ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ସାଂସଦ ମାନେ କରୋନା ପରୀକ୍ଷା କରାଇବା ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନୁରୋଧ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କୋଭିଡ-୧୯ ଟେଷ୍ଟ କରିବା ପାଇଁ ପାର୍ଲିଆମେଣ୍ଟ ପରିସରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ତେବେ ଆସନ୍ତା ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରେ ।

ଅଧିକ ପଢନ୍ତୁ- ଦେଶରେ ଦିନକରେ ରେକର୍ଡ ୭୭, ୨୬୬ ନୂଆ ଆକ୍ରାନ୍ତ, ୧, ୦୫୭ ମୃତ

Leave A Reply

Your email address will not be published.