Latest Odisha News

BREAKING NEWS

ମୁମ୍ବାଇ ବର୍ଷା: ଜାଣନ୍ତୁ ଅଗଷ୍ଟ ୯ ଯାଏଁ ଓଡିଶାରେ କେଉଁସବୁ ଟ୍ରେନ୍ ବାତିଲ…

ଭୁବନେଶ୍ୱର : ମୁମ୍ବାଇରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବ୍ୟବସ୍ଥା ଏକପ୍ରକାର ବାଧାପ୍ରାପ୍ତ ହେଉଛି । ଏହା ପ୍ରଭାବରେ ମହାରାଷ୍ଟ୍ର ରେଳ ଡିଭିଜନ୍ ଓ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେତେଗୁଡିଏ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।

ବାତିଲ ଟ୍ରେନର ତାଲିକା – (ଅଗଷ୍ଟ ୬)

  • ହଟିଆ-ଯଶବନ୍ତପୁର ଏକ୍ସପ୍ରେସ୍ (୧୨୮୩୫)
  • ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ୍ (୧୨୧୪୬)
  • ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ୍ (୨୨୮୬୬)
  • ମୁମ୍ବାଇ ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ୍ (୨୨୮୪୮)
  • ମୁମ୍ବାଇ ଏଲଟିଟି-ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୨୦)

ବାତିଲ ଟ୍ରେନର ତାଲିକା – (ଅଗଷ୍ଟ ୭)

ମୁମ୍ବାଇ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ୍ (୧୨୮୭୯)

ବାତିଲ ଟ୍ରେନର ତାଲିକା – (ଅଗଷ୍ଟ ୮)

ମୁମ୍ବାଇ ଏଲଟିଟି-ପୁରୀ ଏକ୍ସପ୍ରେସ୍ (୨୨୮୬୫)

ବାତିଲ ଟ୍ରେନର ତାଲିକା – (ଅଗଷ୍ଟ ୯)

ଯଶବନ୍ତପୁର-ହଟିଆ ଏକ୍ସପ୍ରେସ୍ (୧୨୮୩୬)

ସେହିପରି ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ମଧ୍ୟ ମଙ୍ଗଳବାର ଓ ବୁଧବାର ଦିନ ବାତିଲ ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.