Latest Odisha News

BREAKING NEWS

ପ୍ରେମଜନିତ କାରଣରୁ ଯୁବକଙ୍କୁ ହତ୍ୟା ଅଭିଯୋଗ, ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଏନ୍ଦିମୁଣ୍ଡା ଗାଁରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ନାଁ ଦିଲ୍ଲୀପ ମେହେର ଓ ଘର କାଳିଆକାଣି ଗାଁରେ ।

ପ୍ରେମଜନିତ କାରଣରୁ ଦିଲ୍ଲୀପଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଗତକାଲି ଦିଲ୍ଲୀପ ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.