ଭୁବନେଶ୍ୱର: ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ଅସମ୍ଭବକୁ ସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି । ଯାହା ଭେଦ କରିବା ସମ୍ଭବ ହୋଇପାରିନି । ଏମିତି ଏକ ବାଙ୍କେବିହାରୀଙ୍କ ମନ୍ଦିର ରହିଛି । ଯେଉଁଠି ଭଗବାନ କୃଷ୍ଣଙ୍କୁ ୨ମିନଟରୁ ଅଧିକ ଦେଖିବା ସମ୍ଭବ ନୁହେଁ । ପ୍ରତି ଦୁଇ ମିନିଟକୁ ଥରେ ଏଠାରେ ପରଦା ଦିଆଯାଏ । ହେଲେ ତାର ରହସ୍ୟ କଣ କାହାକୁ ବି ଜଣାନାହିଁ । ରହସ୍ୟଜନକ ଏହି ଖବରକୁ ନେଇ ଆଜି ଦେଖିବା ଏହି ରିପୋର୍ଟ. . .
BREAKING NEWS
- ବିମାନ ବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
- ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ
- Chamoli train accident: ଟନେଲରେ ଦୁଇ ଟ୍ରେନ୍ ମଧ୍ୟରେ ଧକ୍କା; ୮୮ ଶ୍ରମିକ ଆହତ, ଓଡ଼ିଆ ଥିବା ସୂଚନା
- ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’, ମିଳିବ ଏହି ସବୁ ସୁବିଧା
- India becomes world’s 4th largest economy: ନୂଆବର୍ଷ ପୂର୍ବରୁ ଖୁସି ଖବର:ଜାପାନକୁ ପଛରେ ପକାଇ ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
Comments are closed.