ସିମଲା: ଭାରତ ଏକ ରହସ୍ୟମୟ ଦେଶ । ଏଠାରେ ବିଭିନ୍ନ ସ୍ଥାନରେ ଅଦ୍ଭୁତପୂର୍ଣ୍ଣ ବିଶ୍ୱାସ ଏବଂ ଘଟଣା ଦେଖିବାକୁ ମିଳେ । ହିମାଚଳ ପ୍ରଦେଶର କମୁରାନାଗ ହ୍ରଦ ଏ ଭଳି ଏକ ସ୍ଥାନ । କମରୁନାଗ ମନ୍ଦିର ନିକଟରେ ଥିବା ଏହି ହ୍ରଦରେ କୋଟି କୋଟି ଟଙ୍କାର ଧନ ସମ୍ପତି ପଡି ରହିଛି । ତାହା ପୁଣି ବିନା ସୁରକ୍ଷା ବ୍ୟବସ୍ଥାରେ, ତଥାପି ଆଜି ପର୍ଯ୍ୟନ୍ତ ଏହାକୁ ନେବା ପାଇଁ କେହି ଉଦ୍ୟମ କରି ନାହାନ୍ତି ।
ଏବେ ବି କମୁରାନାଗ ମନ୍ଦିରରେ ମନୋସ୍କାମନା ପୂରଣ କରିବା ପାଇଁ ଭକ୍ତମାନେ ଏହି ହ୍ରଦରେ ଟଙ୍କା, ସୁନା, ରୂପା ଏବଂ ହୀରା ପକାଇଥାନ୍ତି । ହ୍ରଦରେ ସୁରକ୍ଷା ନାଗ ଦେବତା କରୁଥିବା ବିଶ୍ୱାସ ରହିଥିବାରୁ ଏହା ମଧ୍ୟକୁ କେହି କେବେ ଯାଇ ନ ଥାନ୍ତି । ୧୪-୧୫ ଜୁନରେ ଏଠାରେ ଦେଶର ବିଭନ୍ନ ସ୍ଥାନରୁ ଭକ୍ତମାନେ ଆସିଥାନ୍ତି ।
BREAKING NEWS
- ହର୍ମୁଜ୍ ପ୍ରଣାଳୀ ଦେଇ ଭାରତକୁ ଅଣାଯିବ ଏଲପିଜି ଗ୍ୟାସ ଟ୍ୟାଙ୍କର, ମୁତୟନ ହେଲା ନୌସେନା ଯୁଦ୍ଧଜାହାଜ
- PNG ଉପଭୋକ୍ତାଙ୍କୁ ମିଳିବନି LPG କନେକ୍ସନ… ଗ୍ୟାସ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି
- ରାଜ୍ୟରେ ୧୮ ଯାଏ ଝଡ଼ବର୍ଷା ସମ୍ଭାବନା, ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
- ଗରିଆପାଲି ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତ ମୃତ
- ବିବାହ ବନ୍ଧନରେ ବାନ୍ଧି ହେଲେ କୁଲଦୀପ ଯାଦବ, ଭାଇରାଲ ହେଉଛି ଏଣ୍ଟ୍ରି ଭିଡିଓ
- ରାଜ୍ୟସଭା ଭୋଟ ପୂର୍ବରୁ ପାରାଦୀପରେ ବିଜେପି ବିଧାୟକଙ୍କ ମେଳି
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
Comments are closed.