Latest Odisha News

BREAKING NEWS

ଏହି ରାଜ୍ୟରେ ଜୁନ୍‌ ୩୦ ଯାଏ ବଢିଲା ଲକ୍‌ଡାଉନ

ନାଗାଲାଣ୍ଡ: ନାଗାଲାଣ୍ଡରେ ବଢିଲା ଲକ୍‌ଡାଉନ୍‌ ଅବଧି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗାଲାଣ୍ଡ ସରକାର ରାଜ୍ୟରେ ଚାଲିଥିବା ଲକ୍‌ଡାଉନ୍‌କୁ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ ଅବଧି ଏହି ଜୁନ୍ ୧୮ରେ ଶେଷ ହୋଇଥାନ୍ତା। ଏହାସହିତ ରାଜ୍ୟରେ ୫ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ରହିଥିବାରୁ କଟକଣାକୁ କୋହଳ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.