ଭୁବନେଶ୍ୱର : ମୋଷ୍ଟ ପପୁଲାର ବଲିଉଡ଼ ଆକ୍ଟର ମନୋଜ ବାଜପାୟୀ । ୱେବ୍ ସିରିଜ୍ ଅଭିନୟ ସାଙ୍ଗକୁ କରୋନା ସଚେତନତା ନେଇ ପାଲଟିଛନ୍ତି ରୋଲ୍ ମଡେଲ୍ । ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍ -୨’ରେ ଦମଦାର ଆକ୍ଟିଂରେ ସମସ୍ତଙ୍କ ଫେଭରେଟ ପାଲଟିଯାଇଛନ୍ତି । ତା ସହିତ ଏଥିରେ ସରକାର ମଧ୍ୟ ପ୍ରଭାବିତ ହୋଇଛନ୍ତି । ସିରିଜ୍ରେ କୋଭିଡ ସମୟରେ ମନୋଜଙ୍କ ମାସ୍କ ଲଗେଇବା ଫଟୋ ଏବେ ସବୁଆଡେ ଘୁରିବୁଲୁଛି । ସୋସିଆଲ ମିଡିିଆରେ ଏବେ ମନୋଜ ପାଲଟିଛନ୍ତି ହିରୋ.. .ମନୋଜ ବାଜପାୟୀଙ୍କୁ ନେଇ ନଜର ପକାଇବା କିଛି ଖବର ଉପରେ.. .
BREAKING NEWS
- ପୋଲିସ ଏସଆଇ ପରୀକ୍ଷା ସ୍କାମ୍: ସିବିଆଇ ରାଡାରରେ ଜେଲ୍ ଡିଜି ସୁଶାନ୍ତ ନାଥ, ଜେରା ପାଇଁ ରାଜ୍ୟ ସରକାରଙ୍କୁ ମାଗିଲା ଅନୁମତି
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା
- ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା
- ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ: ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
- ନେପାଳର ଭୟଙ୍କର ବନ୍ୟା; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ
- India’s GDP: ତେଲ ସଙ୍କଟ ମଝିରେ କେମିତି ଏତେ ବଢିଗଲା ଭାରତର ଅର୍ଥନୀତି? ୭.୮% ଅଭିବୃଦ୍ଧି ପଛରେ ରହିଛି ଏହି ବଡ଼ କାରଣ…
- ପ୍ରବଳ ବର୍ଷା ଆଶଙ୍କା; ଏହି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
- S-400: ‘ଅପରେସନ୍ ସିନ୍ଦୂର’ରେ ପାକିସ୍ତାନକୁ କନ୍ଦାଇଥିଲା…ପୁଣି ବଡ଼ ଡିଲ୍ କରିବ ଭାରତ! ରୁଷିଆ ଦେଲା ୫ ୟୁନିଟ୍ର ଅଫର…
- ଦିଲ୍ଲୀ ଗସ୍ତରେ ଯିବେ ମୋହନ-ନବୀନ, ସରଗରମ ରାଜନୀତି
- ବଢୁଛି ବୈତରଣୀ; ବନ୍ୟା ଆଶଙ୍କା ନେଇ ଛାନିଆ ଲୋକେ


Comments are closed.