Latest Odisha News

BREAKING NEWS

ପାକ୍ ସୀମାରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ସାଲ୍ୟୁଟ୍ ଜଣାଇଲେ ନବୀନ

ଭୁବନେଶ୍ୱର : ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ନିକଟରେ ମଙ୍ଗଳବାର ଦିନ କରିଥିବା ଏୟାର ଷ୍ଟ୍ରାଇକକୁ ସାରା ଦେଶ ପ୍ରଶଂସା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ବାୟୁସେନାକୁ ସେମାନଙ୍କ ସାହସିକତା ଲାଗି ସାଲ୍ୟୁଟ୍ କରିଛନ୍ତି ।

ଏୟାର ଷ୍ଟ୍ରାଇକ୍ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ କରି ଉଲ୍ଲେଖ କରିଛନ୍ତି “ଆମ ଦେଶର ସୁରକ୍ଷା ଲାଗି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍” ।

 

Leave A Reply

Your email address will not be published.