ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଛନ୍ତି । ଦୋର୍ଣ୍ଣାପାଲ ଥାନା ଅନ୍ତର୍ଗତ ପେଟା ଗାଁରେ ଏହି ଘଟଣା ଘଟିଛି । ମୃତ ଯବାନ ହେଲେ ବେଟ୍ଟି ଭୀମା । ଗତକାଲି ସେ ଗାଁକୁ ଯାଇଥିଲେ । ରାତିରେ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଆସିଥିଲେ । ବନ୍ଧୁକ ଦେଖାଇ ତାଙ୍କୁ ଘରୁ ଉଠାଇ ନେଇଥିଲେ । ଗାଁ ମୁଣ୍ଡ ରାସ୍ତାରେ ପଥରରେ ଛେଚିବା ସହ ଗଳା କାଟି ଅତି ନିର୍ମମ ଭାବରେ ଯବାନଙ୍କୁ ହତ୍ୟା କରିଛି ଲାଲବାହିନୀ ।
BREAKING NEWS
- Mirabai Chanu Wins Silver Medal:ମୀରାବାଇ ରୌପ୍ୟ ପଦକ ଜିତି ରଚିଲେ ଇତିହାସ; ୨୮ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା…
- ଆସିଲା ନୂଆ ନିୟମ; ଏଣିକି ଜାଣିପାରିବେ ଆପଣଙ୍କ ଟୁଥପେଷ୍ଟ, ସାବୁନ ଓ ସାମ୍ପୁ ନିରାମିଷ କି ଆମିଷ…
- Crowdfunding Scam: ସାବଧାନ୍! ଏଭଳି ସ୍କାମରୁ ବଞ୍ଚନ୍ତୁ…ଅନଲାଇନରେ ଯେଉଁଠି ବି ସେଇଠି କରନ୍ତୁନି ଦାନ!
- ବିଧାନସଭାରେ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
- JAWAN DEAD: ଛୁଟିରେ ଆସିବା ହେଲା କାଳ
- Dhenkanal Horror: ବିହାର ପରେ ଏବେ ଓଡିଶା! ରାସ୍ତା ମଝିରେ ଯୁବତୀଙ୍କୁ ହଇରାଣ, ଯୁବକଙ୍କୁ ମାଡ଼! ଢେଙ୍କାନାଳର ଭାଇରାଲ୍ ଭିଡିଓକୁ ନେଇ ହଇଚଇ…
- ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…
- ପ୍ରବଳ ବର୍ଷା ଆଶଙ୍କା; ବଲାଙ୍ଗୀର ସମେତ ଏସବୁ ଜିଲ୍ଲାରେ ୨ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
- ବନ୍ଦେ ମାତରମ୍ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ
- ନ୍ୟୁୟର୍କରେ ଶେହବାଜ ସରିଫ୍ ହଟହଟା, ଲୋକେ କହିଲେ ଚୋର ଆସିଲା ଚୋର…

Comments are closed.