Latest Odisha News

BREAKING NEWS

ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ

ରାଞ୍ଚି: ଝାଡ଼ଖଣ୍ଡ ପୋଲିସ ଓ ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା। JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର ସୁରେନ୍ଦ୍ର ଲୋହାର ଓରଫ୍ ଟାଇଗର ଜୀ ପୋଲିସ୍ ନିକଟରେ ଆତ୍ମସମପର୍ଣ କରିଛି। ଜୋନାଲ କମାଣ୍ଡର ସୁରେନ୍ଦ୍ର ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ରହିଥିଲା ।

ଆତ୍ମସମପର୍ଣ କରିଥିବା ସୁରେନ୍ଦ୍ର ନାମରେ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୮ ଟି ମାମଲା ରହିଥିଲା । ଝାଡ଼ଖଣ୍ଡ ସରକାରଙ୍କ ନୂଆ ଦିଶା ଯୋଜନାରେ ଅନୁପ୍ରାଣିତ ହୋଇ ମାଓବାଦୀ ମାନେ ଆତ୍ମସମର୍ପଣ କରୁଥିବା ପଲାମୁ ଆଇଜି ସୂଚନା ଦେଇଛନ୍ତି। ଆତ୍ମସମପର୍ଣ ବେଳେ ସିଆରପିଏଫ୍ 11 ବାଟାଲିୟନ ସହିତ ପଲାମୁ ଆଇଜି, ଲାତେହାର ଏସପି ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.