Latest Odisha News

BREAKING NEWS

ରେଳ ଲାଇନ୍ କାର୍ଯ୍ୟକୁ ବିରୋଧ କରି ଜେସିବି ଜାଳିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାରେ ପୁଣି ମାତିଲେ ମାଓବାଦୀ। ଜାଳିଦେଲେ ଜେସିବି ଓ ଟିପର୍। ରାସ୍ତା କାମରେ ଲାଗିଥିବା ଏହି ଜେସିବି ଓ ଟିପରକୁ ଜାଳି ଦେଇଛନ୍ତି ମାଓବାଦୀ । ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଏପରି କାଣ୍ଡ ଭିଆଇଛନ୍ତି ।

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡାରେ ସଶସ୍ତ୍ର ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି । ଦାନ୍ତେଓ୍ବାଡା ନେରଲିରୁ ବଚେଲୀ ରାସ୍ତାରେ ରେଳ ଲାଇନ୍ ପାଇଁ କାର୍ଯ୍ୟ ଜାରି ରହିଥିଲା । ହେଲେ ଏହି ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଜେସିବି ଓ ଟିପରକୁ ଜାଳି ଦେଇଛନ୍ତି।

Leave A Reply

Your email address will not be published.