ମାଲକାନଗିରି: ବିଜାପୁର ଟେକେଲଗୁଡା ଏନକାଉଣ୍ଟର ମାମଲା । ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ ।
ଶେଷରେ ରାଜେଶ୍ୱର ସିଂ ମାନହାସ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରିଛି ମାଓବାଦୀ ସଙ୍ଗଠନ । ସ୍ପେଶାଲ ଜୋନାଲ ମାଓ କମିଟି ଜାରି କରିଛି ବନ୍ଦୀ ଯବାନଙ୍କ ତାଜା ଫଟୋ । ଗତକାଲି ମଧ୍ୟ ମାଓ ସଙ୍ଗଠନ ପକ୍ଷରୁ ଦୁଇ ପୃଷ୍ଠାର ଚିଠି ଜାରି କରାଯାଇଥିଲା । ଏହି ଚିଠିରେ ସରକାର ମଧ୍ୟସ୍ଥିଙ୍କ ନାମ ଘୋଷଣା କଲେ ମାଓ ସଙ୍ଗଠନ ସେହି ମଧ୍ୟସ୍ଥିଙ୍କ ଜରିଆରେ ବନ୍ଦୀ ଯବାନଙ୍କୁ ପୋଲିସ ପାଖରେ ଛାଡିବ ବୋଲି ଉଲ୍ଲେଖ କରିଥିଲା ।
BREAKING NEWS
- Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ
- ସାହସୀ ପାଇଲଟଙ୍କ ପାଇଁ ବଡ଼ ଘୋଷଣା: ସ୍ମିତ୍ ମଚ୍ଛାର ପାଇବେ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ
- Traffic Fines: ଚାଲାଣ ଭରୁନାହାନ୍ତି କି? ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ, ଲାଇସେନ୍ସରୁ PUC ଯାଏଁ ସବୁ ସେବା ବନ୍ଦ!
- ନିର୍ବାଚନରେ ରାଜନୈତିକ ଦଳ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଶିଳ୍ପପତିଙ୍କ ସାହାଯ୍ୟ?
- Actress Pratyusha Banerjee Death case: ବୟଫ୍ରେଣ୍ଡ ରାହୁଲ ରାଜ୍ ସିଂ ଆଶ୍ୱସ୍ତ
- UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍-କାର୍ଡକୁ ଫେରିବେ ୭୬%!
- ଚୌଦ୍ୱାର ଜେଲ୍ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ
- ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ
- US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ
- ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ;୬ ଜଣ ମହିଳାଙ୍କୁ ବାନ୍ଧିଲା

Comments are closed.