Latest Odisha News
Browsing Tag

Bijapur

ଆତ୍ମସମର୍ପଣ କଲେ ବୋଲି ମାରିଦେଲେ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା ।…

ମାଓବାଦୀଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ଘଟଣା, ଅମିତ ଶାହଙ୍କୁ ଦାୟୀ କଲା ଲାଲ୍ ବାହିନୀ

ମାଲକାନଗିରି: ଛତିଶଗଡ଼ର ବିଜାପୁରରେ ମାଓ ଗତିବିଧି ଲାଗି ରହିଛି । ଗତକାଲି ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ୍ କମିଟି ଫଟୋ ଓ ଭିଡିଓ ଜାରି କରିବା ସହ ପୋଲିସ୍ ଡ୍ରୋନ ସାହାଯ୍ୟରେ ବୋମା ପକାଇଥିବା ଲାଲ ବାହିନୀ କହିଥିଲା । ଆଜି ସଂଗଠନ ପକ୍ଷରୁ ଡ୍ରୋନର ଫଟୋ ଓ ଭିଡିଓ ଜାରି କରାଯାଇଛି ।…

ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ

ମାଲକାନଗିରି: ବିଜାପୁରରେ ପୁଣି ଲାଲବାହିନୀର ଆତଙ୍କରାଜ । ଯବାନଙ୍କୁ ଅପରହଣ ପରେ ମୁକ୍ତ କରିବାକୁ ୨୪ ଘଣ୍ଟା ବିତିନି । ପୁଣି ଆଉ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ୩ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ଖବର…

ବିଜାପୁର ବର୍ବରତା: ମାଓ ସଙ୍ଗଠନ ଜାରି କଲା ବନ୍ଦୀ ଯବାନଙ୍କ ସଦ୍ୟ ଫଟୋ !

ମାଲକାନଗିରି: ବିଜାପୁର ଟେକେଲଗୁଡା ଏନକାଉଣ୍ଟର ମାମଲା । ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ…

ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ, ୨୨ ଯବାନ ସହିଦ, ୩୧ ଆହତ

ରାୟପୁର: ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଆହୁରି ୩୧ଜଣ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଯବାନଙ୍କ ରକ୍ତରଞ୍ଜିତ ମୃତଦେହ ବିଛାଡ଼ି ହୋଇ ପଡ଼ିରହିଛି । ୨୦ଜଣ ଯବାନଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁ ସଂଖ୍ୟା ୨୨…