Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଫରେଷ୍ଟ ଗାର୍ଡଙ୍କ ଠାରୁ ନେଉଥିଲେ ଲାଞ୍ଚ

ନୟାଗଡ଼: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର । ନୟାଗଡ଼ ଛେମୁଣ୍ଡିଆ ସେକ୍ସନରେ ବନ୍ୟପ୍ରାଣୀ ଫରେଷ୍ଟର ବାବେ କାର୍ଯ୍ୟ କରୁଥିବା ଗୋଲେଖ ବିହାରୀ ବେହାରଙ୍କୁ ଭିଜିଲାନ୍ସ ଧରିଛି । ଗୋଲେଖ ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

ଛେମୁଣ୍ଡିଆ ଫରେଷ୍ଟ ବିଟରେ ଫରେଷ୍ଟ ଗାର୍ଡ ଭାବା କାମ କରୁଥିବା ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ଠାରେ ଗୋଲେଖ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ପୁଷ୍ପାଞ୍ଜଳିଙ୍କୁ ଆସିଥିବା କାରଣଦର୍ଶାଅ ନୋଟିସକୁ ପରିବର୍ତ୍ତନ ସହ ଡିଏଫଓଙ୍କୁ ପ୍ରଭାବିତ କରିବା ଲାଗି ଗୋଲେଖ ଏହି ଲାଞ୍ଚ ନେଉଲେ । ଭିଜିଲାନ୍ସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.