ଯାଜପୁର : ଯାଜପୁର କୁଆଖିଆ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଆମ୍ବୁଲାନ୍ସ ଡ୍ରାଇଭର ମାନସ ରଞ୍ଜନ ସିଂ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡ଼ି ଭୁବନେଶ୍ବର ଫେରୁଥିବା ସମୟରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
BREAKING NEWS
- ଦେବଗଡ଼ ଜିଲ୍ଲା କଲ୍ଲା ପ୍ୟାକ୍ସର ପୂର୍ବତନ ସଂପାଦକ ଶ୍ରୀପତି ପ୍ରଧାନ ଗିରଫ
- ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି: ଦ୍ୱିତୀୟ ଭୋଗମଣ୍ଡପ ପରେ ଦର୍ଶନ ଉପରେ କଟକଣା
- ମୟୂରଭଞ୍ଜ ସେଣ୍ଟ୍ରାଲ କୋଅପରେଟିଭ୍ ବ୍ୟାଙ୍କ ଠକେଇ: ୨ ପୂର୍ବତନ ଅଧିକାରୀଙ୍କ ନାଁରେ ଆଉ ଏକ ମାମଲା ରୁଜୁ
- ଏସିଆନ୍ ଗେମ୍ସ: ଜାପାନର କାରୋଗୀ ସ୍ପୋର୍ଟସ ପାର୍କ ଗ୍ରାଉଣ୍ଡ ଓ ଶୌଚାଳୟ ସୁବିଧାକୁ ନେଇ ସ୍ପଷ୍ଟୀକରଣ
- ‘ଆଜି ଧର୍ମ ଓ ନ୍ୟାୟର ଜୟ ହୋଇଛି, ସଂଘର୍ଷ ବେଳେ ସାଥୀରେ ଥିଲେ ନବୀନ ବାବୁ’: ଜେଲ୍ରୁ ବାହାରି କହିଲେ ପୂର୍ବତନ ବିଧାୟକ
- ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତ ଦଳ ଘୋଷଣା
- ଉଚ୍ଚ ଶିକ୍ଷା ପାଇଁ ଗରିବ ମେଧାବୀ SC/ST ଶିକ୍ଷାର୍ଥୀଙ୍କୁ ବିଦେଶ ପଠାଇବେ ରାଜ୍ୟ ସରକାର
- ହାର୍ଦ୍ଦିକଙ୍କ ଟ୍ରେଡ୍ ନେଇ ସନ୍ଦେହ, ରୋହିତ ବାଛିବେ ନୂଆ ଅଧିନାୟକ !
- ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ
- ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ସମସ୍ତ ଏଫଆଇଆର ଖାରଜ, ସେପ୍ଟେମ୍ବର ୫ ଆନ୍ଦୋଳନରୁ ଓହରିଲା ସିଜେପି

Comments are closed.