ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରର ଜାଭେଲିୟନ ଥ୍ରୋୟର ନୀରଜ ଚୋପ୍ରା ଓ ଶିବପାଲ ସିଂ ରବିବାର କଳିଙ୍ଗ ଷ୍ଟାଡିୟମରେ ଯୁବ ଖେଳାଳିଙ୍କ ମନୋବଳ ବଢ଼ାଇବା ସହ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି । ଗୌହାଟୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଜୁନିୟର ଆଥଲେଟିକ ଚାମ୍ପିୟନଶିପ ପାଇଁ କଳିଙ୍ଗ ଷ୍ଟାଡିୟମରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚୟନ ପ୍ରକ୍ରିୟାର ଦ୍ୱିତୀୟ ଦିବସରେ ୬୨ ଇଭେଂଟ ଆୟୋଜିତ ହୋଇଥିଲା ।
୧୮ରୁ ୨୦ ବର୍ଷ ବୟସର ୧୫୦ ଯୁବ ଆଥଲେଟ ଉଭୟ ବାଳକ ଓ ବାଳିକା ବିଭାଗରେ ଅଂଶଗ୍ରହଣ କରିଥିଲେ । ୪ ଇଭେଂଟରେ ପ୍ରତିଯୋଗୀ ନ ମିଳିବାରୁ ଏହାକୁ ବାତିଲ କରାଯାଇଥିଲା । ଓଡିଶା ସରକାର ଯୁବ ଓ କ୍ରୀଡା ବିଭାଗ ଏବଂ ଓଡିଶା ଆଥଲେଟିକ ଆସୋସିଏଶନ ପକ୍ଷରୁ ଏହା ଆୟୋଜିତ ହେଉଛି । କୋଭିଡ ୧୯ର ସମସ୍ତ ଗାଇଡଲାଇନ ଠିକ୍ ଭାବେ ପାଳନ କରାଯାଇ ଏହାକୁ ଆୟୋଜିତ କରାଯାଉଛି ।
BREAKING NEWS
- ଦେଶର ଦ୍ୱିତୀୟ “ବନ୍ଦେ ଭାରତ ସ୍ଲିପର” ଟ୍ରେନ ଘୋଷଣା!
- Weather Update: ରାଜ୍ୟରେ ଅସମ୍ଭାଳ ତାତି, ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ୧୪ ଘଣ୍ଟା ଚାଲିଲା ଆମେରିକା-ଇରାନ ମଧ୍ୟରେ ଆଲୋଚନା, ବାହାରିଲାନି ନିଷ୍କର୍ଷ
- Operation Nanhe Farishte:୧୨ ନାବାଳକ ରେଳ ଷ୍ଟେସନରୁ ଉଦ୍ଧାର… ମାଗଣା ମଦ୍ରାସା ଶିକ୍ଷା ନାଁରେ ଆସିଥିଲେ ଓଡ଼ିଶା
- Asha Bhosle Hospitalised:ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ;ହସ୍ପିଟାଲରେ ଭର୍ତ୍ତି…
- କୁକୁର କାମୁଡ଼ା ଗାଈର କ୍ଷୀର ପିଇ ଭୟଭୀତ ଲୋକେ;ଇଞ୍ଜେକ୍ସନ ପାଇଁ ଲମ୍ବା ଲାଇନ…
- ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ; ବିଦ୍ୟାଳୟ ସମୟରେ ବାହାରେ ବୁଲୁଥିଲେ…
- Bus- Pickup vehicle collide: ବସ୍-ପିକଅପ୍ ମୁହାଁମୁହିଁ ଧକ୍କା;ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ,୨୫ରୁ ଅଧିକ ଆହତ
- କୋହଲି, ରୋହିତଙ୍କ ଗ୍ରୁପରେ ସାମିଲ ହେଲେ ସାମସନ
- ଶେଷ ହେଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ, ଆସନ୍ତା ୧୩ରୁ ଆରମ୍ଭ ହେବ…
Comments are closed.