Latest Odisha News

BREAKING NEWS

ଏମକେସିଜି ମେଡିକାଲର ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ରୋଗୀସେବା ବାଧାପ୍ରାପ୍ତ

ବ୍ରହ୍ମପୁର : ଏମକେସିଜି ମେଡିକାଲର ପିଜି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପିଜି ଓ ନିଟ୍ କାଉନସେଲିଂରେ ଅହେତୁକ ବିଳମ୍ବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ମାନେ । ୨୦୨୧ ବର୍ଷ ପାଇଁ କାଉନସେଲିଂ ବିଳମ୍ବ ହେଉଛି । କାଉନସେଲିଂ ଶିଘ୍ର କରାଯାଉ ବୋଲି ଦାବି କରିଛନ୍ତି ।

ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ସପେଟେ ଛାତ୍ରମାନେ କହିଛନ୍ତି ଆମେ ଏକାଡେମିକ ଆକ୍ଟିଭିଟି ବନ୍ଦ କରିଛୁ । ହେଲେ ରୋଗୀସେବା ବନ୍ଦ କରିନାହୁଁ ,କିନ୍ତୁ ଯଦି ସରକାର ଆମ କଥା ନଶୁଣନ୍ତି କିମ୍ବା ସୁପ୍ରମକୋର୍ଟ ବାତିଲ୍ କୁ ନ ଉଠାଇଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.