ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହୋଇଥିବା କଟକଣାକୁ କୋହଳ କରିଛି ବିଏମସି । ଏ ନେଇ ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କଣ କଣ ଖୋଲା ରହିବ ଆସନ୍ତୁ ନଜର ପକାଇବା
– ଇଲେକ୍ଟ୍ରିକାଲ ଓ ଇଲୋକ୍ଟେ୍ରାନିକ ଉପକରଣ ଯଥା ଏସି, କୁଲର, ୱାଟର ପୁ୍ୟରିଫାୟର, ମୋବାଇଲ ଫୋନ, କମ୍ପୁଟର ମରାମତି ଓ ସର୍ଭିସିଂ ସେଣ୍ଟର ଖୋଲା ରହିବ ।
– ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ଟାୟାର, ମୋଟର ପାର୍ଟସ୍ ସପ୍ ଓ ଲୁବ୍ରିକାଣ୍ଟ ସପ୍ ଖୋଲାରହିବ ।
– ବହି ଓ ଷ୍ଟେସନାରୀ ଦୋକାନ ଖୋଲା ରହିବ ।
– ରେଷ୍ଟୁରାଣ୍ଟଖୋଲିବ । ଗ୍ରାହକ ଅନଲାଇନ ମଧ୍ୟ ଅର୍ଡର କରିପାରିବେ ।
– ଆମାଜନ, ଫ୍ଲିପକାର୍ଟ, ଜୋମାଟୋ, ମିନତ୍ରା, ସ୍ୱିଗି, କେଏଫ୍ସି, ଡୋମିନୋ ଡେଲିଭରି କରିପାରିବେ ।
– ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍, ଓମ୍ଫେଡ, ଚିଲିକା ଫ୍ରେସ୍ ଖୋଲା ରହିବ ।
– ବ୍ୟାଙ୍କ, ଏଟିଏମ୍, କେବଲ ସର୍ଭିସ୍ ଓ ଅପଟିକାଲ ଫାଇବର ଖୋଲା ରହିବ ।
-ପେଟ୍ରୋଲ ପମ୍ପ, ଏଲପିଜି ଓ ଗ୍ୟାସ୍ ଏଜେନ୍ସି ଖୋଲା ରହିବ ।
-ଇଲେକ୍ଟ୍ରିକ୍ସିଆନ, ଆଇଟି, ପାଇପ ମିସ୍ତ୍ରୀ, ଏବଂ ମୋଟର ମେକାନିକ୍ କାମ କରିପାରିବେ ।
-ରାଜ୍ୟ ଭିତରେ ମିର୍ମାଣ ଶ୍ରମିକମାନଙ୍କୁ ନେଇ କାମ ଚାଲୁ ରଖିହେବ ।
-ବ୍ୟବସାୟିକ ପ୍ରତିÂାନ ୨୫ ପ୍ରତିଶତ କର୍ମାଚାରୀଙ୍କୁ ନେଇ କାମ କରିବେ ।
କେଉଁ କେଉଁ ଦୋକାନ ବନ୍ଦ ରହିବ ତାର ତାଲିକା –
-ମାର୍କେଟ୍, କମ୍ପେ୍ଲକ୍ସ, ସେଲୁନ, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ ।
-ପାନଦୋକାନ, ଚା ଓ କଫି ଦୋକାନ, ଫାଷ୍ଟଫୁଡ୍, ଟିଫିନ ସେଣ୍ଟର ଆଦି ବନ୍ଦ ରହିବ ।
ତେବେ ଦୋକାନ ଭିତରେ ପାଞ୍ଚ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । ସମସ୍ତେ ସାମାଜିକ ଦୂରତ୍ୱ ନିୟମ ମାନିବେ । ଏଥି ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଅତ୍ୟାବଶ୍ୟକ ଦୋକାନ ଓ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ ।
BREAKING NEWS
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
Comments are closed.