Latest Odisha News

BREAKING NEWS

Browsing Tag

Odisha Lock down

ଓଡ଼ିଶାରେ ଲକଡାଉନ୍ ଖୋଲିବ ନା ବଢ଼ିବ, କଣ କହିଲେ ଡିଏମଇଟି ?

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଏବେ ବି ଉପକୂଳର କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଅଛି । ଜୁଲାଇ ୧ରୁ ଅନଲକ୍ ହେବ କି ପୂରା ଓଡ଼ିଶା ? ସରକାରଙ୍କ ଘୋଷଣାକୁ ଅପେକ୍ଷା ଭିତରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଲୋକଙ୍କୁ ସବୁ ଦିନ ଘର ଭିତରେ ରଖିବା…

ବିଏମସିର ନୂଆ ଗାଇଡଲାଇନ, କଣ କଣ ଖୋଲା ରହିବ ଆଉ କଣ ଖୋଲାଯିବ ନାହିଁ ଆସନ୍ତୁ ନଜର ପକାଇବା

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହୋଇଥିବା କଟକଣାକୁ କୋହଳ କରିଛି ବିଏମସି । ଏ ନେଇ ଗାଇଡଲାଇନ ଜାରି ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କଣ କଣ ଖୋଲା ରହିବ ଆସନ୍ତୁ ନଜର ପକାଇବା - ଇଲେକ୍ଟ୍ରିକାଲ ଓ ଇଲୋକ୍ଟେ୍ରାନିକ ଉପକରଣ ଯଥା ଏସି, କୁଲର, ୱାଟର…

ଲକ୍‌ଡାଉନ୍‌ରେ ଦୋକାନ ଖୋଲିବା ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ଓଡିଶା ସରକାର 

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଦୋକାନ ଖୋଲା ରହିଥିବାବେଳେ, ଓଡିଶା ସରକାରଙ୍କ ପକ୍ଷରୁ ଆଜି ସଂଶୋଧିତ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତାକାଲି ଜାରି ହୋଇଥିବା ସଂଶୋଧିକ…

ଲକ୍ ଡାଉନ ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୪୯ ଜଣଙ୍କ ନାଁରେ ମାମଲା

ଭୁବନେଶ୍ୱର: କରୋନା ଭୟବହତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ ଘୋଷଣା ହୋଇଛି । ଏହି ସମୟରେ ରାସ୍ତା ଘାଟରେ ଯିବା ଆସିବା ଉପରେ କଟକଣା ଲାଗିଛି । କିନ୍ତୁ ଏହାକୁ ଅବମାନନା କରୁଥିବା ଅଭିଯୋଗରେ ଗତ ୨୪ ତାରିଖ ସକାଳୁ ୨୫ତାରିଖ ସକାଳ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୯ଟି ମାମଲା ରୁଜୁ…

ଅଯଥାରେ ଘରୁ ବାହାରନ୍ତୁନି, ନଚେତ୍ ପୋଲିସ କରିବ ଉଠବସ୍

ଭୁବନେଶ୍ୱର : ବାଣୀବିହାର ଛକରେ କାନ ଧରି ଠିଆ ହୋଇଥିବା ଏହି ଯୁବକମାନଙ୍କୁ ପୋଲିସ ଦେଇଛି ଶାସ୍ତି । କରୋନା ଭୟରେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ଘରୁ ବାହାରକୁ ନ ବାହାରିବା ପାଇଁ ବାରମ୍ବାର କୁହାଯାଉଛି । କିନ୍ତୁ ଏହାକୁ ନ ମାନି ଏହି ଯୁବକମାନେ ବୁଲୁଥିବା ବେଳେ ପୋଲିସ…

ପୋଲିସ ଥାନାରେ ଦିଆଯାଉନାହିଁ ପାସ୍‌…ଭିଡ ନ କରିବାକୁ ପୋଲିସ କମିଶନରଙ୍କ ଅନୁରୋଧ

ଭୁବନେଶ୍ୱର: ଲକଡାଉନ ସମୟରେ ଗାଡି ପାଇଁ କର୍ଫୁ ପାସ୍ ନେବାକୁ ଟ୍ୱିନ ସିଟିର ବିଭିନ୍ନ ପୋଲିସ ଥାନାରେ ପ୍ରବଳ ଭିଡ ଦେଖାଦେଇଛି । ତେବେ ପରିସ୍ଥିତି ଅଣାୟତ ହେବା ଆଡକୁ ଗତି କରିବାରୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ବିଳମ୍ବିତ ସନ୍ଧ୍ୟାରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି…

ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସବୁ ଘରୋଇ ଗାଡି ପାଇଁ ଲକ୍ ଡାଉନ ପାସ୍ ଜରୁରୀ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାର ୫ଟି ଜିଲ୍ଲା ସମେତ କେତେକ ସହରରେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା ହୋଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ମାନୁ ନ ଥିବା ନଜରକୁ ଆସୁଥିବାରୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ କେତେକ ନିୟମ କରାଯାଇଛି ।…

ଲକ୍‌ଡାଉନ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ଗଡିବ ୧୭ଟି ମୋ ବସ୍

ଭୁବନେଶ୍ୱର: କରୋନା ଭୟରେ ଆଜି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଏହି ଲକ୍ ଡାଉନ ସପ୍ତାହ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ରୁଟରେ ୧୭ଟି ମୋ ବସ୍ ଚାଲିବ ବୋଲି କ୍ୟାପିଟାଲ…

ଓଡିଶାରେ ଲକ୍‌ଡାଉନ ବେଳେ କଣ ସବୁ ଉପରେ ରହିବ କଟକଣା ଜାଣନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦକୁୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସକାଳ ୭ଟା ଠାରୁ ଆସନ୍ତା ୨୯ ତାରିଖ ରାତି ୯ ଟା ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ସମ୍ପୂର୍ଣ୍ଣ ବନ୍ଦ ବା ଲକ୍‌ଡାଉନ ଘୋଷଣା କରିଛନ୍ତି । ତେବେ ଏହି ଆଠ…