ମୁମ୍ବାଇ: କରୋନା ମହାମାରୀ ଯୋଗୁ ୨୦୨୦ରେ ସିନେମା ହଲ ନୀରବ ହୋଇ ଯାଇଥିଲା । ଏବେ ସ୍ଥିତି ଧିରେ ଧିରେ ସାଧାରଣ ହେବା ସହ ଫିଲ୍ମ ଶୁଟିଂ ଆରମ୍ଭ ହୋଇଯାଇଛି । ୨୦୨୧ ବଲିଉଡରେ କେତେକ ନୂତନ ଅନସ୍କ୍ରିନ ଯୋଡି ଦେଖିବାକୁ ମିଳିବ । ଅବଶ୍ୟ ଏହା ଦର୍ଶକଙ୍କୁ ପସନ୍ଦ ହେବ କି ନାହିଁ ତାହା ସମୟ କହିବ ।
ରଣବୀର-ଶ୍ରଦ୍ଧା: ଲଭରଂଜନ ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର କାପୁର ଓ ଶ୍ରଦ୍ଧା କାପୁର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି ।
ପ୍ରଭାସ-ଦିପୀକା: ବାହୁବଳୀ ଫେମ୍ ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କୁ ପ୍ରଥମ ଥର ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ନାଗ ଅଶ୍ୱିନଙ୍କ ମେଗା ବଜଟେ ଫିଲ୍ମରେ ସେମାନେ ଅଭିନୟ କରୁଛନ୍ତି ।
ରଣବୀର-ଜ୍ୟାକଲିନ୍: ରୋହିତ ଶେଟ୍ଟିଙ୍କ ସର୍କସ ଫିଲ୍ମରେ ରଣବୀର ସିଂ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଏକାଠି ଆସୁଛନ୍ତି । ଏଥିରେ ରଣବୀର ଓ ପୂଜା ହେଗେଡଙ୍କୁ ମଧ୍ୟ ଦେଖିବାକୁ ମିଳିବ ।
ସିଦ୍ଧାନ୍ତ-ଦୀପିକା: ଶକୁନ ବାତ୍ରାଙ୍କ ଏକ ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଓ ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି ।
ସିଦ୍ଧାନ୍ତ-କଟ୍ରିନା; ଗୁରମିତ ସିଂଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଭୂତ ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀ ଓ କଟ୍ରିନା କୈଫଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ ।
BREAKING NEWS
- ଗଣେଶ ଭସାଣି ବେଳେ ଗଣ୍ଡଗୋଳ; ପଥରମାଡରେ ୬ ପୋଲିସ କର୍ମୀ ଆହତ
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ
- Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ ସ୍ମିତଙ୍କୁ ‘ଥାଙ୍କ୍ ୟୁ’ ବର୍ଷା…
- ବିଦାୟ ନେଉଛି ମୌସୁମୀ, ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ
- ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି
- Flydubai Attack: ମଝି ଆକାଶରେ ‘ଦେବଦୂତ’ ସାଜିଲେ ପ୍ଲମ୍ବର, ପାଣି ପାଇପ୍ ସଜାଡୁଥିବା ମଣିଷଟି ୧୭୪ ଜଣଙ୍କ ସଂସାର ଉଜୁଡିବାରୁ ବଞ୍ଚାଇ ଦେଲା!
- ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ; ୨ ମୃତ, ବହୁ ଗୁରୁତର

Comments are closed.