Latest Odisha News

BREAKING NEWS

କରୋନା ଭାଇରସ: ୭ ଟି ସହରରେ ଖୋଲିଲା କରୋନା ଭୂତାଣୁ ସଂକ୍ରମଣ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର

ନୂଆଦିଲ୍ଲୀ: ମାରାତ୍ମକ କରୋନା ଭାଇରସକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ।

ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାବାହିନୀ ପକ୍ଷରୁ ଦେଶର ୭ଟି ସହରରେ କରୋନା ଭୂତାଣୁ ସଂକ୍ରମଣ ପର୍ଯ୍ୟବେକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି।

ଏଠାରେ ଇରାନ୍‍ରୁ ଫେରୁଥିବା ପ୍ରାୟ ୪୦୦ ଭାରତୀୟଙ୍କୁ ପରୀକ୍ଷଣ ନିମନ୍ତେ ରଖାଯିବ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଅଧିକ ଭାରତୀୟ ନାଗରିକ ସ୍ୱଦେଶ ଫେରିବା ନେଇ ଆଶା କରାଯାଉଥିବା ସେନା ମୁଖପାତ୍ର କର୍ଣ୍ଣେଲ୍‍ ଅମନ ଆନନ୍ଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.