ଭୁବନେଶ୍ୱର : ବଲିଉଡ଼ର ଷ୍ଟାର ଅକ୍ଷୟ କୁମାର । ଯିଏ କି ଖିଲାଡି କୁମାର ନାଁରେ ବେଶ ଜଣାଶୁଣା । ଜଣେ ଷ୍ଟାର ଭାବେ ନୁହେଁ ସମାଜ ସେବାରେ ସବୁଠୁ ଆଗରେ ରହିଛନ୍ତି । ଲୋକଙ୍କ ପ୍ରତିଟି ବିପଦ ସମୟରେ ସହଯୋଗର ହାତ ବଢାଇଛନ୍ତି । ସେ କରୋନା ସମୟରେ ଅକ୍ସିଜେନ୍ ଦେବା ହେଉ କି ମହାରାଷ୍ଟ୍ରରେ ମରୁଡ଼ି ବେଳେ କୃଷକଙ୍କୁ ସହଯୋଗ କରିବା ହେଉ । କେବେ ପଛକୁ ହଟିନାହାନ୍ତି । ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ଏହି ଅଭିନେତା ନିଜ ବ୍ୟକ୍ତିତ୍ୱ ବଳରେ ଫ୍ୟାନଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ବନେଇ ପାରିଛନ୍ତି ।
BREAKING NEWS
- ବାହାର ରାଜ୍ୟର ଧାନ ଗାଡି ଉପରେ ନଜର, ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ
- “ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମାନଚିତ୍ର” ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କଲା ସରକାରୀ ପଲିଟେକ୍ନିକ୍ କଲେଜ
- ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ, କହିଲେ କଥା ଦେଇ, କଥା ରଖିଲି…
- ଧାନ ଇନପୁଟ୍ ସହାୟତା ଚାଷୀଙ୍କ ମନୋବଳ ବଢ଼ାଇଛି, ଚାଷ ପ୍ରତି ଆଗ୍ରହ ବଢ଼ିଛି-ମୁଖ୍ୟମନ୍ତ୍ରୀ
- ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି ୨୦୨୫-୨୬ ର ବିଜେତା ସମ୍ମାନିତ
- Maoist Free: ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା: ଏଡିଜି
- ଥାଇଲାଣ୍ଡରେ ୩୦ ବର୍ଷ ପରେ ଦେଖିବାକୁ ମିଳିଲା ବିଲୁପ୍ତ ପ୍ରାୟ ପ୍ରାଣୀ
- ବାଂଲାଦେଶର ସବୁଠାରୁ ଧନୀ ଏହି ବ୍ୟକ୍ତି, ମୁକେଶ ଅମ୍ୱାନୀଙ୍କ ତୁଳନାରେ ଏତେ…
- BSNLର ଧମାକା ! ୨୨୫ ଟଙ୍କାରେ ମିଳିବ ପୂରା ୯୦ ଜିବି ଡାଟା, ଏହି ଦିନ ଅଫରର ଲାଷ୍ଟ ଡେଟ୍
- Sitakund: ପିକନିକ୍ ପାଲଟିଲା ଶେଷ ଯାତ୍ରା;ସୀତାକୁଣ୍ଡରେ ବୁଡ଼ିଗଲେ ୨ ଭାଇ
Comments are closed.