Latest Odisha News

BREAKING NEWS

ଚର୍ଚ୍ଚାରେ ନେତାନ୍ୟହୁ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟହୁ । ଦେଶରେ ଏବେ ସଙ୍କଟ କାଳରେ ବିରୋଧର ଶିକାର ହେବାରେ ଲାଗିଛନ୍ତି । ପାଲେଷ୍ଟାଇନ ଆକ୍ରମଣର କଡ଼ା ଜବାବ୍ ଦେବାକୁ ଫୁଲ୍ ଦମ୍ ରେ ତୟାର୍ । ଖୁବଶିଘ୍ର ସଂଘର୍ଷର ଘଟିବ ଅନ୍ତ ,ଶତ୍ରୁତାର ଅବସାନ ଘଟାଇବା ନେଇ ତାଙ୍କର ପ୍ରୟାସ ଜାରି ରହିଛି । ଆଲୋଚନା ସହ ଅନ୍ୟ ରାଷ୍ଟ୍ରର ସହାୟତା ବି ଲୋଡିଛନ୍ତି ସେ। ୧୯୪୯ ଅକ୍ଟୋବର ୨୧ରେ ଇସ୍ରାଏଲ ତେଲ୍ ଅଭୀବରେ ଜିହୁଦୀ ପରିବାରରେ ଜନ୍ମ । ପିଲାବେଳରୁ ସାହସୀ ଓ ବନ୍ଧୁତ୍ବପୂର୍ଣ୍ଣ ସ୍ଵଭାବ ରହିଆସିଛି । ତେବେ ପିଲାବେଳୁ ନେତୃତ୍ଵ ନେଇ ଆସୁଥିବା ନେତନ୍ୟହୁ ଏବେ ଦେଶ ପାଇଁ ନେତୃତ୍ଵ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ।

Leave A Reply

Your email address will not be published.