Latest Odisha News

BREAKING NEWS

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଗମନାଗମନ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ୫୩ ନମ୍ବର ଜାତୀୟ ରାଜପଥ ଧୋଇ ଯାଇଛି । ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତା ଦେଇ ଠପ୍ ହୋଇଛି ଯାତାୟତ । ବିଶେଷ କରି ଯାଜପୁର ଜିଲ୍ଲା ଡୁବୁରୀ ଓ ତାଳଚେରକୁ  ଗମନାଗମନ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟପଟରେ ବହୁ ଗାଡ଼ିମୋଟର ଅଟକି ରହିଛି । ବିକଳ୍ପ ରାସ୍ତା ନଥିବାରୁ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି ରାସ୍ତାରେ ଶହ ଶହ ଗାଡ଼ିମୋଟର ଅଚକି ରହିଛି ।

Leave A Reply

Your email address will not be published.