ନୂଆଦିଲ୍ଲୀ: ପପ୍ଷ୍ଟାର ନିକ୍ ଜୋନାସ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ପୁରୁଣା ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି। ଫଟୋରେ ନିକ ଏବଂ ପ୍ରିୟଙ୍କା କଳା ପୋଷାକରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି।
ନିକ୍ ଇନଷ୍ଟାଗ୍ରାମରେ ହର୍ଟ-ଆଇର ଇମୋଜି ସହିତ ଲେଖିଛନ୍ତି, “ମୁଁ କେତେ ଭାଗ୍ୟବାନ। ହ୍ୟାସଟ୍ୟାଗ ଫ୍ଲାସବ୍ୟାକ୍।” ନିକ୍ଙ୍କ ଫଟୋରେ ପ୍ରିୟଙ୍କା ମଧ୍ୟ ଖୁବ୍ ସୁନ୍ଦର ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ମାଏ୍ ଲଭ୍। ମୁଁ ମଧ୍ୟ ସବୁଠାରୁ ଲକି”
ଏହାପୂର୍ବରୁ ମଧ୍ୟ ପ୍ରିୟଙ୍କା ନିକ୍ଙ୍କ ସହ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ନିକ୍ଙ୍କୁ ପାଇ ସେ ବହୁତ କୃତଜ୍ଞ। ଏହି ଫଟୋରେ ପ୍ରିୟଙ୍କା ନିକ୍ଙ୍କୁ ହାତ ଧରିଥିବାର ଦେଖିବାକୁ ମିଳିଥିଲା।
BREAKING NEWS
- ପୂରା ରାତି ଏସି ଚଲାଇ ଶୋଇଲେ କ’ଣ ହେବ ? ଜାଣିନିଅନ୍ତୁ ନହେଲେ ବିପଦ
- ଆଫ୍ରିଦୀଙ୍କୁ ଧାୱନ କହିଲେ ଆଉ କେତେ ତଳକୁ ଖସିବ
- ପିପିଲି ବିଧାୟକଙ୍କ ଡ୍ରାଇଭରଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା; ଜଣେ ଅଟକ
- ସିନ୍ଧୁ ୱାଟାର ଏଗ୍ରିମେଟର ଦୁଇ ସିକ୍ରେଟ, ପାକିସ୍ତାନ ଛାନିଆ
- ଓଡିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ
- ଚନ୍ଦନ ଯାତ୍ରାରେ ବାଣ ଫୁଟା ମନା; ଜାରି ହେଲା କଟକଣା
- ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା; ଖୁବଶୀଘ୍ର ଆସିବ ଫାଇନାଲ ରିପୋର୍ଟ
- ପାରାଦୀପ ଆଇଓସିଏଲର ଷ୍ଟକୟାର୍ଡରେ ଭୟାବହ ଅଗ୍ନିକାଣ୍ଡ
- ଜେଏନୟୁରେ ପୁଣି ବାଜିମାତ କଲା ଲେଫ୍ଟ, ୧୦ ବର୍ଷ ପରେ ବାମପନ୍ଥି ଗଡ଼ରେ ଫେରିଲା ଏବିଭିପି
- ଅନ୍ଧାରରେ ଅଧା ୟୁରୋପ
Comments are closed.