Latest Odisha News

BREAKING NEWS

ନିରଞ୍ଜନ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଲଢିବେ ନିର୍ବାଚନ

ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର ଦିନ ଓଡିଶାର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଏହି ପ୍ରାର୍ଥୀ ତାଲିକାରେ ଘସିପୁରା ବ୍ୟତିତ ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନୀମଣ୍ଡଳୀରୁ ନିର୍ବାଚନ ଲଢିବା ଲାଗି ଓପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ନାମ ଘୋଷଣା କରାଯାଇଛି ।

ଜାଣନ୍ତୁ କେଉଁ ଆସନରୁ କିଏ: ୯ ଟି ବିଧାନସଭା ପ୍ରାର୍ଥୀ ତାଲିକା

  1. ନିରଞ୍ଜନ ପଟ୍ଟନାୟକ- ଭଣ୍ଡାରୀପୋଖରୀ
  2. ନଳୀନିକାନ୍ତ ମହାନ୍ତି- ଭଦ୍ରକ
  3. ସୀତାକାନ୍ତ ମହାପାତ୍ର- ବଡଚଣା
  4. କିସାନ ପଣ୍ଡା- ଧର୍ମଶାଳା
  5. ଋବୀନ୍ଦ୍ରନାଥ କର- ସାଲେପୁର
  6. ବିଭ୍ରାଂଶୁ ଶେଖର ଲେଙ୍କା- ମହାକାଳପଡା
  7. ଦେବୀ ପ୍ରସାଦ ମଲ୍ଲିକ- ତିର୍ତ୍ତୋଲ
  8. ଡଃ ଲଲାଟେନ୍ଦୁ ମହାପାତ୍ର- ବାଲିକୁଦ-ଏରସମା
  9. ସତ୍ୟବ୍ରତ ପାତ୍ର-ନିମାପଡା
Leave A Reply

Your email address will not be published.