Latest Odisha News

BREAKING NEWS

Browsing Tag

Niranjan Patnaik

ପାଣ୍ଡିଆନଙ୍କୁ ନିରଞ୍ଜନଙ୍କ କ୍ଲିନଚିଟ ! କହିଲେ ତାଙ୍କର କିଛି ଦୋଷ ନାହିଁ

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ଭିତରେ ଚାଲିଥିବା ବିବାଦକୁ ଭିନ୍ନ ମୋଡ଼ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ଫାଇଭ ଟି ସଚିବ ଭି କେ ପାଣ୍ଡିଆନଙ୍କର କିଛି ଭୁଲ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ନିରଞ୍ଜନ। ସାହୁ କହିଛି, ପାକେଲା…

ଶରତଙ୍କ ପିସିସି ନେତୃତ୍ୱକୁ ୧୦ ମାସ, ଯୋଡି ହେଉନି ହାତ !

ଭୁବନେଶ୍ୱର: କଂଗ୍ରେସରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଶରତ ପଟ୍ଟନାୟକଙ୍କ ନୂଆ କମିଟି ଘୋଷଣା ହେବା ବଦଳରେ ତାରିଖ ଗଡି ଗଡି ଚାଲିଛି। ଦାୟିତ୍ୱ ନେବାର ଦଶ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏ ଯାଏ ଶରତଙ୍କ ନୂଆ କମିଟି ଘୋଷଣା ହୋଇପାରୁନି। ନୂଆ ପିସିସି କମିଟି ତାଲିକା ଦିଆଯିବା କାମ…

ଦୈନନ୍ଦିନ ଖାଦ୍ୟ ଉପରେ GST ଲଗାଇ ଗରିବଙ୍କୁ ନାତ ମାରିଛନ୍ତି କେନ୍ଦ୍ର ସରକାର: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚୁଡା, ମୁଢି, ଉଖୁଡ଼ା, ଖଈ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିସହ ଏହି ନିଷ୍ପତ୍ତିର ଦୃଢ଼ ନିନ୍ଦା କରିଛନ୍ତି । ଜିଏସଟି କାଉନସିଲ୍ ଏଭଳି…

ସୁସ୍ଥ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୂଚନା ଦେଲେ ସାଂସଦ ଓ ପୁଅ 

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ରୁଟିନ ଚେକଅପ୍ ପାଇଁ ସେ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ଏହାସହ ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବାପାଙ୍କ…

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ । ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ବେଳେ କାଶୀପୁର ନିକଟରେ ନିରଞ୍ଜନ ପଟ୍ଟନାୟକ ଆସୁଥିବା କାରରେକୁ କିଛି ଅସାମାଜିକ ଯୁବକ ଅଟକାଇବା ସହ ଗାଡି ଉପରେ ଚଢି ଉତ୍ପାତ କରିଥିଲେ । ଏପରିକି ତାଙ୍କ ପିଏସଓ ଓ ଡ୍ରାଇଭରଙ୍କୁ ମଧ୍ୟ…

ନୂଆ କୃଷି ଆଇନକୁ ବିରୋଧ, କଂଗ୍ରେସର ଟ୍ରାକ୍ଟର ରାଲି

ଭୁବନେଶ୍ୱର: କେନ୍ଦ୍ରର କୃଷି ଆଇନ୍‌କୁ ଜୋରଦାର ବିରୋଧ । ଭୁବନେଶ୍ୱରରେ ଆୟୋଜିତ ହୋଇଛି କଂଗ୍ରେସର କ୍ଷେତି ବଂଚାଅ ଯାତ୍ରା । ଏହି ଯାତ୍ରାରେ କଂଗ୍ରେସର ନେତା ଓ କର୍ମୀମାନେ ଟ୍ରାକ୍ଟର ରାଲି କରିଛନ୍ତି । ଏହି ରାଲି ରାଜ୍ୟ କଂଗ୍ରେସ ଭବନ ଅଫିସରୁ ବାହାରି କଟକର କଂଗ୍ରେସ ଅଫିସରେ ପଂହଚିବ ।…

ବରିଷ୍ଠ କଂଗ୍ରେସ ନେତା ଅଶୋକ ବରିହାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ସମ୍ବଲପୁରର ବରିଷ୍ଠ କଂଗ୍ରେସ ନେତା ଅଶୋକ ବରିହାଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। । ସ୍ୱର୍ଗତ ବରିହାଙ୍କ ତିନି ପିଢ଼ି କଂଗ୍ରେସ ଦଳ ସହିତ ଜଡିତ ରହି କଂଗ୍ରେସ ଦଳକୁ ମଜବୁତ କରିବାରେ ସହାୟକ ହୋଇଥିଲେ । ସେ ଜଣେ ମିଷ୍ଟଭାସୀ,…

ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଚିଠିରେ ପିସିସି ସଭାପତି ଦର୍ଶାଇଛନ୍ତି ଯେ, ରାଜ୍ୟରେ ତୁରନ୍ତ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆନଗଲେ ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର…

ନିଯୁକ୍ତି ବନ୍ଦ ହୋଇଗଲେ ବେକାର ଯୁବକ-ଯୁବତୀ କ’ଣ କରିବେ?

ଭୁବନେଶ୍ୱର: ରାଜ୍ୟରେ କରୋନା ବୃଦ୍ଧି ପାଉଛି । ଏଥିସହ ସରକାରଙ୍କ ଆୟ କମୁଛି । ତେଣୁ ସ୍ୱାସ୍ଥ୍ୟ ବିଭାଗ ବାଦ ୨ବର୍ଷ ଯାଏଁ ସରକାରୀ ନିଯୁକ୍ତି ମିଳିବନି ବୋଲି ଗତକାଲି ସରକାର ଘୋଷଣା କରିଛନ୍ତି । ସରକାର ଏହାର ଆଉଥରେ ପୁନଃ ବିଚାର କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି…

ଗୋଷ୍ଠୀ ସଂକ୍ରମଣ ହେଲେ ସ୍ଥିତି ଭୟାନକ ହେବ, ସଟ୍‌ଡାଉନ୍ କର: ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୟା ବିସ୍ତାର କରିବାରେ ଲାଗିଛି କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା । ଏବେ କିନ୍ତୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି । ଥରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ…