Latest Odisha News

BREAKING NEWS

ନିରଞ୍ଜନ ଶତପଥୀଙ୍କ ରଚିତ ‘ଜିଜ୍ଞାସା’ ଉନ୍ମୋଚିତ

ଭୁବନେଶ୍ୱର : ନିରଞ୍ଜନ ଶତପଥୀଙ୍କ ରଚିତ ‘ଜିଜ୍ଞାସା’ ପୁସ୍ତକ ରାଜ୍ୟପାଲ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ମଣିଷର ଆଦିମ କର୍ତ୍ତବ୍ୟ ହେଉଛି ଜିଜ୍ଞାସା ବୋଲି ରାଜ୍ୟପାଳ ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରବୋଧ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ମନୋରମା ଶତପଥୀ, ଅମ୍ବିକା ପ୍ରସାଦ ଦାସ, ନିର୍ମଳ ଚନ୍ଦ୍ର ମଲ୍ଲିକ ଓ ପର୍ଶୁରାମ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.