ନୂଆଦିଲ୍ଳୀ: ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି (ଏନ୍ଆଇଟି) ଅଗରତାଲାରେ ଖାଲି ପଡିଥିବା ୫୮ଟି ଆସିଷ୍ଟାଂଟ ପ୍ରଫେସର (ଗ୍ରୋଡ୍-୧ ଏବଂ ଗ୍ରୋଡ-୨) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍ସାଇଟ୍ www.nita.ac.in ରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୨୫ ତାରିଖ ରହିଛି ।
ପଦବୀ ସଂଖ୍ୟା
ମୋଟ ପଦବୀ ସଂଖ୍ୟା-୫୮
-ବାୟୋ ଇଂଜିନିୟରିଂ-୨
-କେମିକାଲ ଇଂଜିନିୟରିଂ-୧
-ସିଭିଲ ଇଂଜିନିୟରିଂ-୮
-ଇଲେକଟ୍ରିକାଲ ଇଂଜିନିୟରିଂ-୯
-କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ-୮
-ମେକାନିକଲ ଇଂଜିନିୟରିଂ-୮
-ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଂଜିନିଅରିଂ-୬
-ଇଲେକ୍ଟ୍ରୋନିକ୍ସ ଏବଂ ଇନ୍ଷ୍ଟ୍ରୁମେଂଟେସନ୍ ଇଂଜିନିଅରିଂ-୪
-ଫିଜିକ୍ସ-୨
-ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ-୩
-ପ୍ରଡକ୍ସନ ଇଂଜିନିଅରିଂ-୩
-କେମେଷ୍ଟ୍ରି-୨
-ମ୍ୟାଥ-୧
-ମ୍ୟାନେଜମେଂଟ, ହ୍ୟୁମାନିଟି ଏବଂ ସୋସିଆଲ ସାଇନ୍ସ-୧
ଶିକ୍ଷାଗତ ଯୋଗ୍ୟତା
– ଆସିଷ୍ଟାଂଟ ପ୍ରଫେସର (ଗ୍ରେଡ୍ ପେ ୬୦୦୦/-)- ପିଏଚ୍ଡି ଆବଶ୍ୟକ
– ଆସିଷ୍ଟାଂଟ ପ୍ରଫେସର (ଗ୍ରେଡ୍ ପେ ୭୦୦୦/-)- ପିଏଚ୍ଡି ସହ ୧ ବର୍ଷର ଶିକ୍ଷାଗତ ଅଭିଜ୍ଞତା
– ଆସିଷ୍ଟାଂଟ ପ୍ରଫେସର (ଗ୍ରେଡ୍ ପେ ୮୦୦୦/-)- ପିଏଚ୍ଡି ସହ ୩ ରୁ ୬ ବର୍ଷର ଶିକ୍ଷାଗତ ଅଭିଜ୍ଞତା
କେମିତି ଆବେଦନ କରିବେ
– ଅବେଦନକାରୀ www.nita.ac.in ଅନଲାଇନ ଅପ୍ଲିକେସନରେ ଅବେଦନ କରିପାରିବେ । ଅବେଦନକାରୀ ପୂରଣ କରିଥିବା ଫର୍ମର ପ୍ରିଂଟ ଆଉଟ୍ ବାହାର କରି ରଖିପାରିବେ ।
ଆବେଦନ ଫି
– ସାଧାରଣ ବର୍ଗ ଓ ଓବିସି ବର୍ଗଙ୍କ ପାଇଁ ଫି ୧୦୦୦ ଟଙ୍କା
– ଏସସି/ଏସଟି ବର୍ଗଙ୍କ ପାଇଁ ଫି ୫୦୦ ଟଙ୍କା
– ଭିନ୍ନକ୍ଷମଙ୍କ ପାଇଁ କୌଣସି ଫି ନାହିଁ
ନିଯୁକ୍ତି ପ୍ରକ୍ରିୟା
– ଚୟନ କରାଯାଇଥିବା ଆବେଦନକାରୀ ନିଯୁକ୍ତି କମିଟି ଆଗରେ ପ୍ରେଜେଂଟେସନ ଦେବେ
– ଭାରତୀୟ ନାଗରିକ ବ୍ୟକ୍ତିଗତ ଭାବେ ହାଜର ହୋଇ ସାକ୍ଷାତକାର ଦେବେ । ବିଦେଶରେ ଥିବା
ଭାରତୀୟ ନାଗରିକଙ୍କ ପାଇଁ ଅଡିଓ-ଭିଡିଓରେ ଅନଲାଇନ୍ ସାକ୍ଷାତକାର ନିଆଯିବ ।
– ଆବେଦନକାରୀ ଅଧିକ ସୂଚନା ପାଇଁ ଅଫିସିଆଲ ବିଜ୍ଞପ୍ତି ଦେଖନ୍ତୁ ।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ପାଇଁ ୪ ଏମଓୟୁ ସ୍ୱାକ୍ଷରିତ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

Comments are closed.