ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ରେଡିଓର କେତେକ ଷ୍ଟେସନ ବନ୍ଦ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଦୃଢ ଭାବେ ଖଣ୍ଡନ କରିଛି ପ୍ରସାର ଭାରତୀ । ସେଗୁଡିକ ଫେକ ନ୍ୟୁଜ, ତଥ୍ୟବିହୀନ ଓ ଭିତ୍ତିହୀନ ବୋଲି ପ୍ରସାର ଭାରତୀ କହିଛି ।
ପ୍ରସାର ଭାରତୀ ଆହୁରି କହିଛି ଯେ, ଆକାଶବାଣୀର ସବୁ ଷ୍ଟେସନ ଆଗ ପରି ଚାଲିବ । କୌଣସି ଷ୍ଟେସନକୁ ଡାଉନଗ୍ରେଡ୍ କରା ଯାଇନି । ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେବା ସହିତ ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି, ଭାଷା, ଲୋକାଚାର ଆଦିକୁ ଦେଖି ସେହିପରି କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ । ଏପରିକି ଆହୁରି ଶହେ ଏଫ୍ଏମ୍ ଷ୍ଟେସନ ପ୍ରତିଷ୍ଠା ସହିତ ଆକାଶବାଣୀ ନିଜ ନେଟୱର୍କ ବୃଦ୍ଧି କରିବ ବୋଲି ପ୍ରସାର ଭାରତୀ କହିଛି ।
BREAKING NEWS
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
- ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ
- ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ
- ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ମନା
- LPG ପରି PNG ମଧ୍ୟ ଆମଦାନୀ ଏବଂ ରପ୍ତାନି କରାଯାଇପାରେ କି?
Comments are closed.