Latest Odisha News

BREAKING NEWS

ରାଉରକେଲାରେ ଏ ବର୍ଷ ଛଟ୍ ପୂଜା ମନା

ରାଉରକେଲା: ଏ ବର୍ଷ ରାଉରକେଲାରେ ହେବନି ଛଟ୍ ପୂଜା । ଏଥିସହ ନଭେମ୍ବର ୩୦ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ । କରୋନା ଯୋଗୁଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ଏହାଛଡ଼ା ନଭେମ୍ବର ୩୦ ତାରିଖ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ। ଛଟ୍‌ ପୂଜା ପରି ଦୀପାବଳି, କାଳିପୂଜା ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଳନ ନକରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ରାଉରକେଲା ସହରରେ ପ୍ରତିବର୍ଷ ଛଟ୍‌ ପୂଜା ପାଳିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହି ପୂଜା ନକରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.