Latest Odisha News

BREAKING NEWS

ଓଡ଼ିଶାରେ ହେବନି ୟୁଜି ଓ ପିଜି ପରୀକ୍ଷା: ଶାଶ୍ବତ ମିଶ୍ର

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଓଡିଶାରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟଗ୍ରାଜୁଏଟ୍ (ପିଜି) ପରୀକ୍ଷା କରିବା ପାଇଁ କୌଣସି ଯୋଜନା ନାହିଁ ବୋଲି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ।

ଏନେଇ ସମସ୍ତ ଡିଗ୍ରୀ କଲେଜର ପ୍ରଧାନଶିକ୍ଷକ ତଥା ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖି ଜଣାଇଛନ୍ତି ଉଚ୍ଚଶିକ୍ଷା କମିଶନର-କମ-ସଚିବ ଶାଶ୍ବତ ମିଶ୍ର।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଅନଲାଇନ୍ କ୍ଲାସରେ ପାଠପଢ଼ା ଚାଲିଛି, ତଥାପି ବିଭିନ୍ନ କାରଣରୁ ଅନେକ ଛାତ୍ର ଏଥିରୁ ବଞ୍ଚିତ ହୋଇଛନ୍ତି। ଯାହା ଫଳରେ ୟୁଜି ଏବଂ ପିଜି ପରୀକ୍ଷା କରିବା ସମ୍ଭବ ନୁହେଁ।

Comments are closed.