Latest Odisha News

BREAKING NEWS

ଦିଲ୍ଲୀ ହିଂସା : ପୋଲିସ ଚାର୍ଜଶିଟରେ ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବଙ୍କ ନାମ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ପୋଲିସ ଚାର୍ଜଶିଟ ଦାଖଲ କରିଛି । ଏଥିରେ ସିପିଏମର ସୀତାରାମ ୟେଚୁରୀ, ସ୍ୱରାଜ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ ଓ ଦିଲ୍ଲୀ ୟୁନିଭର୍ସଟି ପ୍ରଫେସର ଜୟତି ଘୋଷଙ୍କ ନାମ ରହିଛି । ପୋଲିସ ସ୍ପଷ୍ଟ କରିଛି ଏମାନେ ଅଭିଯୁକ୍ତ ନୁହନ୍ତି, ଜଣେ ଅଭିଯୁକ୍ତ ଏମାନଙ୍କ ନାମ ନେଇଛି ।

ରିପୋର୍ଟ ମୁତାବକ ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଦେବଙ୍ଗନା କଲିତା, ନତାଶା ନରୱାଲ ଓ ଗୁଲଫିଶା ଫାତିମା ଉପରୋକ୍ତ ନେତାଙ୍କ ନାମ ନେଇଛନ୍ତି । ଜାଫରବାଦରୁ ହିଂସାର ଆରମ୍ଭ ହୋଇଥିଲା । ଏମାନେ ଯୋଜନା ମୁତାବକ ଭିଡ ଏକତ୍ର କରିଥିଲେ । ଏହା ପରେ ସେମାନଙ୍କୁ ଉତ୍ୟକ୍ତ କରାଯାଇଥିଲା ବୋଲି ଫାତିମା କହିଛନ୍ତି । ଉତ୍ୟକ୍ତ ଭାଷଣ ଦେଇଥିବା ଅନ୍ୟମାନଙ୍କୁ ପୋଲିସ କାହିଁକି ଜେରା କରୁନି ବୋଲି ସୀତାରାମ କହିଛନ୍ତି ।

Leave A Reply

Your email address will not be published.