Latest Odisha News

BREAKING NEWS

OAS ସ୍ତରରେ ବଡ଼ଧରଣ ଅଦଳବଦଳ: ବଦଳିଲେ ୫୩ ଅଧିକାରୀ

ଭୁବନେଶ୍ଵର: OAS ସ୍ତରରେ ବଡ ଧରଣର ଅଦଳବଦଳ । ୫୩ ଜଣ OAS ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁସାରେ, ଗତ ୨୨ ତାରିଖରେ ୨୨୦ଜଣ OAS ଅଦୀକାରୀଙ୍କ ବଦଳି ଗୋଇଥିବା ବେଳେ ପୁଣି ୫୩ଜଣ OAS ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ବଦଳ କରାଯାଇଥିବା ୫୩ଜଣ OAS ଅଫିସରଙ୍କୁ ବିଭିନ୍ନ ସ୍ଥାନରେ କଲେକ୍ଟର, ଡେପୁଟି କଲେକ୍ଟର ଓ ବିଡିଓ ଭାବରେ ବଦଳି କରାଯାଇଛି । ଏହି ସମସ୍ତ ଅଫିସରଙ୍କୁ ଗତ ୨୪ ତାରିଖରେ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା । 

Leave A Reply

Your email address will not be published.