ଭୁବନେଶ୍ବର: ଓଡିଶା ସିଭିଲ ସର୍ଭିସ (OCS) ପ୍ରିଲିମିନାରି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷା ହେବାର ମାତ୍ର ୨୪ ଦିନ ମଧ୍ୟରେ ଏହା ଫଳାପଳ ପ୍ରକାଶ କରିଛି ଓଡିଶା ଲୋକ ସେବା ଆୟୋଗ । ୨୦୨୫ ଅକ୍ଟୋବର ୧୨ ତାରିଖରେ ହୋଇଥିଲା ପରୀକ୍ଷା ।
ପରୀକ୍ଷାର୍ଥୀ ଓପିଏସସି ଓ୍ବେବସାଇଟ http://opsc.gov.in ରେ ପରୀକ୍ଷା ରେଜଲ୍ଟ ଜାଣିପାରିବେ ବୋଲି ଓପିଏସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଥାଉକି, ୨୪୦୫ ଜଣ ପରୀକ୍ଷାର୍ଥୀ ମେନ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୮୧ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି।
Comments are closed.