ଭୁବନେଶ୍ୱର : ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ଲୋକପ୍ରିୟ ଉପସ୍ଥାପିକା ଗୁନ୍ ଗୁନ୍ । ବ୍ୟବସାୟୀ ଅଭିସ୍ମିତଙ୍କୁ ମଙ୍ଗଳବାର ବୈଦିକ ରୀତି ନୀତି ଅନୁସାରେ ବିବାହ କରିଛନ୍ତି ଗୁନଗୁନ୍ । ଟଙ୍କପାଣି ରୋଡରେ ଥିବା ଏକ୍ ମଣ୍ଡପରେ ଧୁମ୍ ଧାମର ସହ ଗୁନଗୁନ୍ ଙ୍କ ବିବାହ ସମ୍ପନ୍ନ ହୋଇଛି । ଗୁନଗୁନଙ୍କ ବିବାହରେ ଅଲିଉଡ୍ ଜଗତର ବହୁ କଳାକାର ମାନେ ଯୋଗଦେଇ ନବଦମ୍ପତିଙ୍କୁ ଆର୍ଶୀବାଦ କରିଥିଲେ । ଓଡିଆରେ ବହୁ ଟେଲି ସୋ’ରେ ନିଜର ଆଙ୍କରିଂ କରି ନିଜର ପରିଚୟ ବନାଇପାରିଥିଲେ ଗୁନଗୁନ୍ ।
BREAKING NEWS
- ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ୮ ଲକ୍ଷ ଲୋକ ପ୍ରଭାବିତ
- ଭିଜୁଛି ଓଡ଼ିଶା, ଏସବୁ ଜିଲ୍ଲାକୁ ଆଲର୍ଟ ଜାରି
- Cockroach Fear: ଭାରତର ‘କକ୍ରୋଚ’ଙ୍କୁ କାହିଁକି ଡରିଲେ ପାକିସ୍ତାନ ସରକାର? ମନ୍ତ୍ରୀଙ୍କ ମନରେ ଛନକା…
- PM Modi: “ଦାନ୍ତ ତଳକୁ ଚାଲିଆସେ ଜିଭ, ଆମେ ଦାନ୍ତ ଭାଙ୍ଗୁନା…”, ଇଣ୍ଟରନେଟରେ ଛାଇଲା ପିଏମ୍ ମୋଦିଙ୍କ ଆଉ ଏକ ଭିଡିଓ, ଏଥର ଦେଲେ କିଛି ଏମିତି ବାର୍ତ୍ତା…
- କୁଲଗାମରେ ଆତଙ୍କବାଦୀ ହମ୍ଲା; ୨ ଶ୍ରମିକ ମୃତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
- ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା
- Baby Girl Born: ୫୨ ବର୍ଷ ପରେ ଘରେ ପଡିଲା ଲକ୍ଷ୍ମୀଙ୍କ ପାଦ! କୁନି ମୁହଁକୁ ଦେଖି ଭାବବିହ୍ୱଳ ହୋଇପଡିଲେ ପୂରା ପରିବାର
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠୁ ଖୋଲିଲା ଭିତରକନିକା
- ବାଲିଯାତ୍ରା ପଡିଆ ଓ ଗଡ଼ଗଡିଆ ଘାଟରେ କାଉଡିଆଙ୍କୁ କଟକଣା, ପାଣି ଉଠା ଉପରେ ଲାଗିଲା ରୋକ୍
- ଗାଡି ଚଳାଇବା ବେଳେ ସାବଧାନ! ରାସ୍ତାରେ ଅଛି AI, ନିୟମ ଉଲ୍ଲଙ୍ଘନ କଲେ ଘରକୁ ପହଞ୍ଚିବ ଇ-ଚାଲାଣ
Comments are closed.