ଗଞ୍ଜାମ: ସମୁଦ୍ର ଭିତରେ ଓଡ଼ିଶା ଓ ଆନ୍ଧ୍ରକୁ ମାଡି ଆସୁଛନ୍ତି ମତ୍ସ୍ୟଜୀବୀ । ଚେନ୍ନାଇରୁ ବୋଟ କିଣି ସମୁଦ୍ର ଭିତରେ ପ୍ରାୟ ୩୮ ଜଣ ମତ୍ସ୍ୟଜୀବୀ ଗଂଜାମ ଜିଲ୍ଲା ଅଭିମୁଖେ ଆସୁଛନ୍ତି ।
ସୂଚନା ଅନୁସାରେ, ଲକଡାଉନ୍ ଯୋଗୁଁ ଚେନ୍ନାଇରେ ଅନେକ ମତ୍ସ୍ୟଜୀବୀ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଓଡ଼ିଶା ଓ ଆନ୍ଧ୍ରୀ ମତ୍ସ୍ୟଜୀବୀ ୨ଲକ୍ଷ ଟଙ୍କାର ବୋଟ୍ କିଣି ସମୁଦ୍ର ପଥ ଦେଇ ଗଂଜାମ ଆଡକୁ ଆସୁଛନ୍ତି ।
ଏମାନେ ୨୦ ତାରିଖରୁ ଚେନ୍ନାଇରୁ ବାହାରିଥିବା ବେଳେ ପଲାସା ନିକଟରେ ସମୁଦ୍ରରେ ଏମାନେ ଅଟକି ରହିଥିବା ଜଣାପଡିଛି । କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କଟକଣା ଲାଗୁହୋଇଥିବା ବେଳେ ନିଜ ଘରକୁ ଫେରିବା ପାଇଁ ଏହିଭଳି ବାଟ ଆପଣାଉଛନ୍ତି ।
BREAKING NEWS
- Delhi Security: ପୁଟିନ୍-ଜିନପିଙ୍ଗଙ୍କ ପାଇଁ ଅଭେଦ୍ୟ ସୁରକ୍ଷା, BRICS ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବଳୟ
- Man With Uterus: ବାପା ହୋଇପାରିବେ କି ନାହିଁ କରିବାକୁ ଯାଇଥିଲେ ଟେଷ୍ଟ…ଜଣାପଡିଲା ପେଟରେ ଅଛି ଗର୍ଭାଶୟ!
- ଦ୍ୱିତୀୟ ପର୍ଯ୍ୟାୟ ବିଏଡ୍ ନାମଲେଖା ପାଇଁ ବିଜ୍ଞପ୍ତି;୨୦ ଯାଏ ଆବେଦନ
- ବାରମ୍ବାର ଅଗ୍ନିକାଣ୍ଡ ପରେ କଡା ଆକ୍ସନ: ୧ ନମ୍ବର ହାଟରେ ଚାଲିଛି ଉଚ୍ଛେଦ
- ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ବାଡ଼, ନିଷିଦ୍ଧ ଅଞ୍ଚଳ ଘୋଷଣା
- BRICS Gala Dinner: ଜିନପିଙ୍ଗ-ପୁଟିନଙ୍କ ସହିତ…ବିଶ୍ୱନେତା ଖାଇବେ ଭାରତୀୟ ସ୍ୱାଦ! BRICS ଗାଲା ଡିନର ପଛରେ ରହିଛି ବଡ଼ କୂଟନୈତିକ କାହାଣୀ
- BRICS Media kit: ବ୍ରିକ୍ସ ମିଡିଆ କିଟରେ କୋରାପୁଟ କଫି…ଅନ୍ତର୍ଜାତୀୟ ଅତିଥିଙ୍କୁ ‘ଇଣ୍ଡିଆ କାହାଣୀ’ କହୁଛି ବିହାର ଛତୁଆରୁ ଗୁଜରାଟୀ ହସ୍ତଶିଳ୍ପର ଉପହାର
- ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ JMFC କୋର୍ଟ କିରାଣୀ
- Putin in Delhi: ଭାରତରେ ଭ୍ଲାଦିମିର ପୁଟିନ, ମୋଦିଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁଖୋଇରୁ କ୍ରୁଡ୍ ଅଏଲ ପର୍ଯ୍ୟନ୍ତ ହୋଇପାରେ ବଡ ଡିଲ୍!
- ଅଧିକ ଦେଶୀ ଘିଅ ଖାଇବା ଦ୍ୱାରା ପିତ୍ତକୋଷରେ ପଥର ହୁଏ କି? ଜାଣନ୍ତୁ ମୁଖ୍ୟ କାରଣ..

Comments are closed.