Latest Odisha News

BREAKING NEWS

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ସମାପ୍ତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ହୋଇଛି । ବିଧାନସଭାର ୮ ଦିନିଆ ମୌସୁମୀ ଅଧିବେଶନ ଆଜି ଦିନକ ପୂର୍ବରୁ ଶେଷ ହୋଇଛି ।

ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ପ୍ରାୟ ୭ଟି ବିଲ୍ ପାରିତ ହୋଇଛି ।

ଏହାଛଡା ଗୃହ ମୁଲତବି ହେବା ପୂର୍ବରୁ ସ୍ୱର୍ଗତଃ ବିଜେଡି ବିଧାୟକ ପ୍ରଦୀପ ମହାରଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଦିଆଯାଇଥିଲା।

Leave A Reply

Your email address will not be published.