ଭୁବନେଶ୍ୱର: ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ୨ ତାରିଖରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ । ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଆଗତ ହେବ । ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
BREAKING NEWS
- ଫିଲ୍ମ ‘ଛାବା’ ପାଇଁ ଦଙ୍ଗା, କାର୍ଯ୍ୟାନୁଷ୍ଠାନ ଦାବି କରି ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୌଲାନା
- ମୁସଲମାନଙ୍କ ପାଇଁ କୋଟା ଆଣିଲେ କର୍ଣ୍ଣାଟକ ସରକାର: ବିଜେପି କହିଲା, ‘ଅସାମ୍ବିଧାନିକ’
- ବାର୍ ଡ୍ୟାନ୍ସ କଟକଣା ମାମଲା: ଅଦାଲତରେ ଜବାବ ରଖିଲେନି ସରକାର
- ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ମାରାଥନ ରେଡ୍
- ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାରେ ଖୋଲିବ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍ସ
- ୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି
- କଳା ପୋଷାକ ପିନ୍ଧି, ଘଣ୍ଟ, ମହୁରୀ ବଜେଇ ପ୍ରତିବାଦ କଲା କଂଗ୍ରେସ
- ସରିଲା ୭ ଦିନର ନିଲମ୍ବନ, ମୁଣ୍ଡିଆ ମାରି ଗୃହ ଭିତରକୁ ଗଲେ ତାରା
- ଆସନ୍ତା ୨୨ରେ ସ୍ୱର୍ଗତଃ ଡା.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା
- ଚାକିରି କରାଇ ଦେବାକୁ କହି ଠକୁଥିଲେ, ମାଡି ବସିଲା ଖୁଣ୍ଟା ପୋଲିସ
Comments are closed.