ଭୁବନେଶ୍ୱର: କରୋନା ସକ୍ରିୟ ସଂକ୍ରମିତ ମାମଲାରେ ଦେଶର ୭ ନମ୍ବରରେ ପହଁଚିଯାଇଛି ଓଡିଶା । ଏପରିକି ବିହାର, ଆସାମ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଓଡିଶା ପଛରେ ପକାଇଦେଇଛି । ରାଜ୍ୟରେ ଏଯାଏ ୭୮ ହଜାର ୫୩୦ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୨୫ ହଜାର ୭୯୧ ଜଣ ସକ୍ରିୟ ରହିଛନ୍ତି । ରାଜ୍ୟରେ ଏଯାଏ ୫୨ ହଜାର ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି ।
କରୋନା ସକ୍ରିୟ ମାମଲା ଥିବା ରାଜ୍ୟ ମାନଙ୍କ ମଧ୍ୟରେ ପ୍ରଥମରେ ରହିଛି ମହାରାଷ୍ଟ୍ର । ଏଠାରେ ସର୍ବାଧିକ ୧ ଲକ୍ଷ ୬୯ହଜାର ୫୧୬ ଜଣ ସକ୍ରିୟ ରୋଗୀ ରହିଛନ୍ତି । ତାପଛକୁ ଆନ୍ଧ୍ରପ୍ରଦେଶରେ ୮୯ ହଜାର ୭୪୨, କର୍ଣ୍ଣାଟକରେ ୮୨ ହଜାର ୬୭୭, ତାମିଲନାଡୁରେ ୫୩ ହଜାର ୭୧୦, ଉତ୍ତର ପ୍ରଦେଶରେ ୪୯ ହଜାର ୨୪୨ ଏବଂ ପଶ୍ଚିମ ବଙ୍ଗରେ ୨୭ ହଜାର ୯୦୦ ଜଣ ସକ୍ରିୟ ମାମଲା ରହିଛି ।
BREAKING NEWS
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
Comments are closed.