Latest Odisha News

ଜୁଲାଇ ୮ରେ ବନ୍ଦ ରହିବ ବ୍ୟାଙ୍କ, ରାଜସ୍ବ ଓ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ

ଭୁବନେଶ୍ବର: ଜୁଲାଇ ୮ରେ ବନ୍ଦ ରହିବ ବ୍ୟାଙ୍କ, ରାଜସ୍ବ ଓ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ। ଚଳିତବର୍ଷ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ। ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଛୁଟି ରହିବ । ଏଥିସହିତ ୮ ତାରିଖରେ ବ୍ୟାଙ୍କ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ଛୁଟି ରହିବ ବୋଲି ବୁଧବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ପାଇଁ ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଂ ପ୍ରତିଷ୍ଠାନ ଛୁଟି ରହିବ।

Leave A Reply

Your email address will not be published.